କଟକ ,୨୫/୦୪ (ସନ୍ଧାନ ନିଉଜ) ମହିଳା ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସରପଞ୍ଚ ଗିରଫ ହୋଇଛନ୍ତି। ଖବର ଅନୁଯାୟୀ କଟକ ଜିଲ୍ଲା ନେମାଳ ଥାନା ନଗସପୁର ସରପଞ୍ଚ ସୁଧାଂଶୁ ଶେଖର ଭୂୟାଁ ମହିଳା ଡାକ୍ତର ଅଜନ୍ତା ମହାନ୍ତିଙ୍କୁ ଅଶାଳୀନ ବ୍ୟବହାର ସହ ଗାଳିଗୁଲଜ କରିଥିଲେ। ଗତକାଲି ମେଡିକାଲ ପରିସରରେ ଏହି ଘଟଣା ଘଟିଥିଲା। ମହିଳା ଡାକ୍ତର ନେମାଳ ଥାନାରେ ଅଭିଯୋଗ କରିଥିଲେ। ଏ
ମହିଳା ଡାକ୍ତରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ସରପଞ୍ଚ ଗିରଫ
|
April 25, 2020 |