ରସୁଲପୁର, (ନିପ୍ର) ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟି ପଂଚାୟତ କାର୍ଯ୍ୟଳୟରେ ମହିଳା ଅନୁକୂଳ ଗ୍ରାମ ପାଇଁ ଏକ ତାଲିମ ଶିବିର ପଂଚାୟତର ସରପଂଚ ଶ୍ରୀମତୀ ଆୟୁସ୍ମତୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ସମ୍ବଳବ୍ୟକ୍ତିଭାବେ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧୁରୀ କୁମାର ମାହାନ୍ତି ଯୋଗଦେଇ କିପରି ମହିଳା ମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ଏଥିନିମନ୍ତେ ଗୋଷ୍ଠୀ ଜରିଆରେ ଆସୁଥିବା ବିଭିନ୍ନ ଯୋଜନା କିପରି ମହିଳା ମାନଙ୍କ ଜୀବନକୁ ମୁଖ୍ୟ ସୋତ୍ରରେ ସାମିଲ କରିବା ଜୀବନ ଏବଂ ଜିବୀକକୁ ସୁରକ୍ଷିତ ରଖିପାରିବ ତାହା ଉପରେ ଉପସ୍ଥିତ ଏମ.ବି.କେ. ଆଶା, ଅଙ୍ଗନୱାଡି କର୍ମୀ, ବିଭିନ୍ନ ଗୋଷ୍ଠୀର ସଦସ୍ୟା, ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହାକୁ ସମିତିସଭ୍ୟ ସୌଦାମିନ୍ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।
ମହିଳା ଅନୁକୂଳ ଗ୍ରାମ ପାଇଁ ତାଲିମ ଶିବିର
|
August 1, 2023 |
![](https://sandhannews.com/wp-content/uploads/2023/08/WhatsApp-Image-2023-08-01-at-08.45.53.jpeg)