ମହାବରୁଣୀ ସ୍ନାନ ଅନୁଷ୍ଟିତ ହେଉଅଛି

Spread the love

ଯାଜପୁର ସଦର,ସନ୍ଧାନ ନିୟୁଜ: ଯାଜପୁର ଜିଲ୍ଲାରେ ପୂର୍ଣ୍ଣତୋୟା ବୈତରଣୀରେ ମହାବାରୁଣୀ ଯୋଗ ପଡ଼ୁଥିବାରୁ ବୈତରଣୀ ନଦୀର ଦଶମେଧ ଘାଟଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ଥ ବ୍ୟବସ୍ଥା କରାଯାଇଚି । ମହାବାରୁଣୀ ଯୋଗ ପଡ଼ୁଥିବାରୁ ପିତୃପୁରଷ ମାନଙ୍କୁ ଶ୍ରାଦ୍ଧ ଦେବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଚି । ଟ୍ରାଫିକ ବ୍ୟବସ୍ଥା କରାଯାଇଥିବା ବେଳେ, ମଙ୍ଗଳପୁରରୁ ଆସୁଥିବା ଗାଡ଼ି ଗୁଡ଼ିକ କୁସୁମା ନିକଟରେ ରହିବାର ବ୍ୟବସ୍ଥା ହୋଇଚି । ବରୁଆାଁ ଆଡ଼ୁ ଆସୁଥିବା ଗାଡ଼ି ଗୁଡ଼ିକ ଏନସି କଲେଜ ନିକଟରେ ରହିବା ବ୍ୟବସ୍ଥା କରାଯାଇଚି । ବରିଜା ପଞ୍ଜିକା ଶନିବାର ସକାଳ ୭ଟା ୯ମିନିଟ ଠାରୁ ଆରମ୍ଭ କରି ୧୨ଟା ୫୭ ମିନିଟ ପର୍ଯ୍ୟନ୍ତ ଯୋଗ ରହିଚି । ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇବା ସହିତ ପିତୃ ପୁରୁଷ ଶ୍ରାଦ୍ଧ ଦେଇ ପାରିବେ, ପିଣ୍ଡ ଦାନ କରିବା ପାଇଁ ବୈତରଣୀ ନଦୀର ଉଭୟ ପାଶ୍ୱର୍ରେ ବ୍ୟାରିକେଟ ବ୍ୟବସ୍ଥା କରାଯାଇଚି । ଯୋପରିକି ଗାଧୋଇବା ସମୟରେ ଯାତାୟତ କରୁଥିବା ସମୟରେ ସେଥିପାଇଁ ପ୍ରଶାସନ ପକ୍ôଷୁ କଡ଼ା ନଜର ରଖାଯାଇଚି । ଏହି ମହାବାରୁଣୀ ପଡ଼ୁଥିବାରୁ ଜନ ସାଧାରଣଙ୍କ ସମାଗମକୁ ଆଖିଆଗରେ ରଖି ଯାଜପୁର ଜିଲ୍ଲା ଏସପି ଭିନିଥ ଅଗ୍ରୱାଲଙ୍କ ନିଦ୍ଧେର୍ଷ କ୍ରମେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ସହିତ ସମସ୍ଥ ବ୍ୟବସ୍ଥା କରାଯାଇଚି । ଅଗ୍ନିସମ ବାହିନିକୁ ସ୍ମାନ ସମୟରେ କଡ଼ା ଦୃଷ୍ଟି ରଖିବାଲାଗି ନିର୍ଦ୍ଦେଷ ଦିଆଯାଇଚି । ଲକ୍ଷାଧିକ ଭକ୍ତ ମାନଙ୍କ ସମାଗମକୁ ଆଖିଆଗରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ବେଳେ, ଏହି ମେଳା ୧୨ଦିନ ମେଳା ହେଉଥିବା ବେଳେ, ସ୍ନାନ ଅଭାବ ରହିଥିବାରୁ ଏହି ମେଳାକୁ ବନ୍ଧ ରଖାଯାଇଚି ବୋଲି ସୂଚନା ଦିଆଯାଇଚି ।

Related Posts

About The Author

Add Comment