ମସନିକାନି ଗ୍ରାମରେ ଜଣେ ଯୁବକ ଆତ୍ମହତ୍ୟା,ପୋଲିସର ତଦନ୍ତ ଜାରି

Spread the love

ସୁନ୍ଦରଗଡ ତା:୨୨/୧୦/୨୦୨୧( ସନ୍ଧାନ ନିଉଜ/ ରାଜୁ ପଟେଲ ) ଭସମା ଥାନା ଅନ୍ତର୍ଗତ ମସନିକାନି ଗ୍ରାମରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ସୂଚନା ଅନୁଶାରେ ମୃତକ ବ୍ୟକ୍ତିଙ୍କ ନାମ ବଜରଙ୍ଗ ଜୟପୁରିୟା (୫୦ବର୍ଷ) ଓ ତାଙ୍କ ତିନି ଝିଅ ଓ ଗୋଟିଏ ପୁଅ ଥିବାର ଜଣାପଡିଛି । ମାନସିକ ଭାରସାମ୍ୟ ହରାଇ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ତାଙ୍କ ଶବ ହସ୍ତାନ୍ତର କରିଥିବା ଜଣାପଡ଼ିଛି ।ଏହା ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

Related Posts

About The Author

Add Comment