ମସଜିଦ୍ ନିର୍ମାଣ ନିଷ୍ପତ୍ତିକୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧ

Spread the love
ଭୁବନେଶ୍ୱର,  ୭/୨/୨୦ (ସନ୍ଧାନ ନିଉଜ) : ମସଜିଦ୍ ନିର୍ମାଣ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ସେ କହିଛନ୍ତି ଏହା ହିନ୍ଦୁଙ୍କ ପାଇଁ କୁଠାରଘାତ। ବାବର ଜଣେ ବଡ଼ ଆତଙ୍କବାଦୀ ଥିଲା। ଜାତିସଂଘ ପକ୍ଷରୁ ଏହାକୁ ବିଧିବଦ୍ଧ ଭାବେ ଘୋଷଣା କରିବା ପରିବର୍ତ୍ତେ ଏହାର ଇତିହାସକୁ ଗୌରବାନ୍ୱିତ କରିବାକୁ ଅପଚେଷ୍ଟା କରାଯାଉଛି। ଏବେ ଅଯୋଧ୍ୟାରେ ଏକତା, ଶାନ୍ତି ଫେରି ଆସିଛି। କିନ୍ତୁ ଏହା କରିବା କେତେ ଦୂର ଠିକ୍ ? ଏଭଳି ପରିସ୍ଥିତି ମଥୁରା, ବୃନ୍ଦାବନ୍ଦ ଓ ସୋମନାଥରେ ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

Related Posts

About The Author

Add Comment