ମମିତା ହତ୍ୟାକାଣ୍ଡର ସ୍ୱତନ୍ତ୍ର ନ୍ୟାୟ ଦାବିରେ ସବଡେଗା ବିଜେପି ମଣ୍ଡଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

Spread the love

ସୁନ୍ଦରଗଡ ତା:୯/୧୧/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ଆଜି ସବଡେଗା ବ୍ଲକ କାର୍ଯାଳୟ ସମ୍ମୁଖରେ ସବଡେଗା ବିଜେପି ମଣ୍ଡଳ ପକ୍ଷରୁ ମମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୁକ୍ତ ମନ୍ତ୍ରୀ
ଦିବ୍ୟଶଙ୍କର ମିଶ୍ର,ମନ୍ତ୍ରୀ ପ୍ରତାପ ଜେନା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପତାଳିକା ଦାହ କରାଯାଇଥିଲା । ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା ସଭାପତି ବିଜେପି  ତଥା ତଲସରା ବିଧାୟକ ଭବାନୀଶଙ୍କର ଭୋଇ, ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ସେଠ,ବିକାଶ ରଞ୍ଜନ ନାଏକ,ସବଡେଗା ବିଜେପି ସଭାପତି ସୁଜିତ ପଟେଲ, ଗୁଳସନ ବାରୁଆ ସମେତ ଶତାଧିକ କର୍ମୀ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।

Related Posts

About The Author

Add Comment