ମମିତା ମେହେର ହତ୍ୟାକାଣ୍ଡ ଘଟଣାର ପ୍ରତିବାଦରେ ବିଜେପିର ଜିଲ୍ଲାବ୍ୟାପୀ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା

Spread the love

ସମ୍ବଲପୁର ତା ୨୬/୧୦/୨୦୨୧ (ସନ୍ଧାନ ନିଉଜ/ହେମନ୍ତ ଭଇଁଷା)ମମିତା ମେହେର ହତ୍ୟାକାଣ୍ଡ ଘଟଣାର ପ୍ରତିବାଦ ଓ ଦୋଷୀକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଏହି ବନ୍ଦ ପାଇଁ ଦୋକାନ ବଜାର ସହିତ ବ୍ୟାଙ୍କ, ପେଟ୍ରୋଲ ପମ୍ପ, ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ଥିବା ପରିଲକ୍ଷିତ ହୋଇଛି । ବିଜେପିର କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ପିକେଟିଙ୍ଗ କରି ଅମାନିଆ ମାନଙ୍କୁ ତାଗିଦ୍ କରି ବନ୍ଦ କରିବାକୁ ଅନୁରୋଧ କରିଥିଲେ। ଜିଲ୍ଲାର ସହରରେ ବନ୍ଦର ପ୍ରଭାବ ସକାଳରୁ ହିଁ ଦେଖିବାକୁ ମିଳିଥିଲା କିନ୍ତୁ ଗ୍ରାମାଞ୍ଚଳରେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଠାରେ ସମସ୍ତ ଦୋକାନ ବଜାର ଖୋଲା ଥିବା ଦେଖିବାକୁ ମିଳିଥିଲା।

Related Posts

About The Author

Add Comment