ମମିତାଙ୍କୁ ନ୍ୟାୟ ଓ ଦୋଷୀକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶୋଭାଯାତ୍ରା

Spread the love

ମମିତାଙ୍କୁ ନ୍ୟାୟ ଓ ଦୋଷୀକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶୋଭାଯାତ୍ରା ଓ ଦାବିପତ୍ର
ସମ୍ବଲପୁର ତା ୨୩/୧୦/୨୦୨୧ (ସନ୍ଧାନ ନିଉଜ/ହେମନ୍ତ ଭଇଁଷା) ସନସାଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ପଶ୍ଚିମ ଓଡିଶା ଯୁବାମଞ୍ଜ ତରଫରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ଅଇଁଠାପାଲିଠୁ ବାହାରି ଡିଆଇଜି ଅଫିସ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଯୁବା ମଞ୍ଚ ତରଫରୁ ପ୍ରତିବାଦ କରିବା ସହ ଡ଼ିଆଇଜିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।ତାଙ୍କର ଦାବି ହେଲା ଦୋଷୀକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ କଠୋରରୁ କଠୋର ଦଣ୍ଡ ଦିଆଯାଉ।

Related Posts

About The Author

Add Comment