ଯାଜପୁର, ୨/୨ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ମଧୁସୂଦନପୁର ପଞ୍ଚୟତ ସମ୍ମୁଖରେ ଗ୍ରାମବାସୀଙ୍କ ଗଣଧାରଣା। ସର୍ବସାଧରଣ ଜମିରେ ବେଆଇନ ଗୃହ ନିର୍ମାଣ କାର୍ଯ୍ୟ କୁ ବିରୋଧ କରିଛନ୍ତି। ପୂର୍ବରୁ ଗ୍ରାମବାସୀ ଏହିଘଟଣା କୁନେଇ ଜିଲ୍ଲା ପ୍ରଶାସନ ଙ୍କ ନିକଟରେ ଅଭିଯାଗ କଲାପରେ କୌଣସି ପଦକ୍ଷେପ ନିଆ ନ ଯିବାରୁ ଆଜି ଗ୍ରାମବାସୀ ମାନେ ବାଧ୍ୟ ହୋଇ ଧାରଣା ଦେଇଛନ୍ତି।
ମଧୁସୂଦନପୁର ପଞ୍ଚୟତ ସମ୍ମୁଖରେ ଗ୍ରାମବାସୀଙ୍କ ଗଣଧାରଣା: ସର୍ବସାଧରଣ ଜମିରେ ବେଆଇନ ଗୃହ ନିର୍ମାଣ କାର୍ଯ୍ୟ କୁ ବିରୋଧ
|
February 2, 2019 |
