ଯାଜପୁର, ତା ୩୦ା୪ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଳ୍ା ପ୍ରଶାସନ ପକ୍ଷରୁ ମଇ ମାସର ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସ୍ଥିର ହୋଇଚ୍ଥି । ମଇ ୨ ତାରିଖ ସୋମବାର ଜିଲ୍ଳ୍ା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ, ୯ ତାରିଖ ସୋମବାର ଦଶରଥପୁର ବ୍ଳ୍କ କାର୍ଯ୍ୟାଳୟ ଠାରେ, ୧୭ ତାରିଖ ମଙ୍ଗଳବାର ବଡଚଣା ବ୍ଳ୍କ କାର୍ଯ୍ୟାଳୟ ଠାରେ, ୨୩ ତାରିଖ ସୋମବାର ବରୀ ବ୍ଳ୍କ କାର୍ଯ୍ୟାଳୟ ଠାରେ ଏବଂ ୩୧ ତାରିଖ ମଙ୍ଗଳବାର ବ୍ୟାସନଗର ମୁନିସିପାଲିଟି କାର୍ଯ୍ୟାଳୟ ଠାରେ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଳ୍ା ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ତିଳେତ୍ତମା ପୃଷ୍ଟି ସୂଚନା ଦେଇଚ୍ଥନ୍ତି ।
ମଇ ମାସର ଅଭିଯୋଗ ଶୁଣାଣୀ କାର୍ଯ୍ୟସୂଚୀ
|
May 1, 2022 |