ଭିଜିଲାନ୍ସ ଜାଲରେ ଅଵସରପ୍ରାପ୍ତ କୃଷି ବିଭାଗ କର୍ମଚାରୀ

Spread the love
ରାଉରକେଲା, ୦୬/୦୬ (ସନ୍ଧାନ ନିଉଜ): ଭିଜିଲାନ୍ସ ଜାଲରେ ଅବସର ପ୍ରାପ୍ତ କୃଷି ବିଭାଗ କର୍ମଚାରୀ । ଆଜି ସୁନ୍ଦରଗଡ଼ ଶଙ୍କରା ସ୍ଥିତ ସୁନ୍ଦରଗଡ଼ ଜିଏନଏମ କଲେଜ ସମେତ ଚାରିଟି ଅନୁଷ୍ଠାନର ମାଲିକ ତଥା ଅବସରପ୍ରାପ୍ତ କୃଷି ବିଭାଗ କର୍ମଚାରୀ ଫକୀର କର୍ଣ୍ଣଙ୍କ ବାସଭବନ ସମେତ ତିନୋଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ବରଗଡ଼ ଅତାବିରା, ଭୁବନେଶ୍ୱର ଏବଂ ସୁନ୍ଦରଗଡ଼ରେ ଚଢ଼ାଉ ଜାରି ରହିଛି । ଫକୀର ପୂର୍ବରୁ ସରକାରୀ ଚାକିରୀରେ ଥାଇ ତାଙ୍କ ସ୍ତ୍ରୀଙ୍କ ନାମରେ ସୁନ୍ଦରଗଡ଼ରେ ଚାରି ଶିକ୍ଷା ଅନୁଷ୍ଠାନ କରିଛନ୍ତି ।

Related Posts

About The Author

Add Comment