ଭାରୀଯାନ ଚଳାଚଳ ବନ୍ଦ ରଖିବା ଦାବିରେ ରାସ୍ତାରୋକ

Spread the love


ରାଉରକେଲା, ୧୯/୧୨/୨୦ (ସନ୍ଧାନ ନିଉଜ) : ଭାରୀ ଯାନ ଚଳାଚଳକୁ ବିରୋଧ କରି କଂଗ୍ରେସ ପକ୍ଷରୁ ରାସ୍ତାରୋକ କରିଥିବା ନେଇ ମଙ୍ଗଳବାର ଜଣାପଡିଛି। ବନ୍ଧମୁଣ୍ଡା-ବିଶ୍ରାଛକ ରାସ୍ତାର କୁକୁଡା ଗେଟ୍‍ ନିକଟରେ ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ ରଖିବା ଦାବିରେ ରାସ୍ତାରୋକ କରାଯାଇଛି। ଅଣଓସାର ରାସ୍ତା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ହେଉଥିବା ଅଭିଯୋଗ ପାଇଁ ଏଭଳି କରାଯାଇଛି। ପ୍ରଶାସନକୁ ଅଭିଯୋଗ ପରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନଥିବାରୁ ରାସ୍ତାରୋକ କରାଯାଇଛି। ଫଳରେ ଉଭୟ ପଟରେ ଶହଶହ ଗାଡିମୋଟର ଅଟକି ରହିଛି। 

Related Posts

About The Author

Add Comment