ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଚାଳକ ମୃତ

Spread the love

ସୁନ୍ଦରଗଡ ତା:୧୭/୮/୨୦୨୬(ସନ୍ଧାନ ନ୍ୟୁଜ) ଗତକାଲି ଅପରାହ୍ନ ରେ କିଞ୍ଜିରକେଲା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଟ୍ରାକ୍ଟର ଦୁର୍ଘଟଣା । ଏହି ଦୁର୍ଘଟଣା ରେ ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଟ୍ରାକ୍ଟର ଚାଳକ ଟ୍ରାକ୍ଟର ରେ କେଜୁଏଲ ଲଗାଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଘଟିଛି ଏହି ଦୁର୍ଘଟଣା । ଟ୍ରାକ୍ଟର ଚାଳକ ଈଶ୍ୱର ବଡା (୨୫)ରହିଥିବା ସୂଚନା ମିଳିଛି । ଦୁର୍ଘଟଣା ରେ ଟ୍ରାକ୍ଟର ଚାଳକ ଗାଡ଼ି ତଳେ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।ସୂଚନା ପାଇ କିଞ୍ଜିରକେଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟର ଓ ଶବ କୁ ଜବତ୍ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି ।

Related Posts

About The Author

Add Comment