ଭାରତୀୟ କିସାନ ସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ।

Spread the love
କଟକ,(ସନ୍ଧାନ ନ୍ୟୁଜ୍) : ଭାରତୀୟ କିସାନ ସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ବର ଉତ୍କଳ ବିପନ୍ନ ସହାୟତା ସମିତି ପ୍ରାଙ୍ଗଣରେ ସାମ୍ବାଦିକ ସମ୍ମିଳନୀ  ଅନୁଷ୍ଠିତ ହୋଇଯାଇଛି | ଚଳିତ ବଜେଟରେ କୃଷି ଓ କୃଷକଙ୍କ ପାଇଁ ନିର୍ଦ୍ଧରିତ ହୋଇଥିବା ନୀତି, ଭବଷ୍ୟତର ରଣନୀତି ଓ ଅନ୍ୟାନ୍ୟ  ବହୁ  ବିଷୟ ଉପରେ ଆଲୋଚନା ହୋଇଥିଲା । ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଶ୍ରୀଯୁକ୍ତ ଦିନେଶ କୁଲକର୍ଣି,ରାଷ୍ଟ୍ରୀୟ ସହ ସଂଗଠନ ମନ୍ତ୍ରୀ ଗଜେନ୍ଦ୍ର ସିଂ,ଅକ୍ଷୟ ଦାଶ, ବିକ୍ରମ ପଟ୍ଟନାୟକ,ସତ୍ୟ ନାରାୟଣ ନାୟକ,ରାଜେଶ ସାହୁ,ସୁକ୍ ରଞ୍ଜନ ସରକାର,ଟୁକୁନା ମଲ୍ଲିକ,ପବିତ୍ର ପ୍ରଧାନ,ଭାରତୀୟ କିସାନ ସଂଘ ଓଡ଼ିଶାର ସଭାପତି ଶ୍ରୀମୁଖ ପ୍ରଧାନ,ସାଧାରଣ ସମ୍ପାଦକ ଜାନକୀ ବଲ୍ଲଭ ସ୍ବାଇଁ,ପୂର୍ବ ଭାରତ ସଙ୍ଗଠନ ମନ୍ତ୍ରୀ ଶ୍ରୀ ଶ୍ରୀନିବାସ ଜି,ରାଷ୍ଟ୍ରିୟ ସଭାପତି ଶ୍ରୀ ବଦ୍ରିନାରାୟଣ ଚୌଧୁରୀ,ରାଷ୍ଟ୍ରିୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମୋହିନୀ ମୋହନ ମିଶ୍ର,ଅଶୋକ କୁମାର ରାଉତରାୟ,ଅଜୟ ନାୟକ,ଦେବୀ ପ୍ରସାଦ ପତି,ଅନିଲ ମହାପାତ୍ର,ଅନିଲ ଦାସ,ସତ୍ୟ ନାରାୟଣ ମହାନ୍ତି,ରସାନନ୍ଦ ବେହେରା,ଯଶୋବନ୍ତ ପତି,ସମୀର ପଣ୍ଡା,କାର୍ତ୍ତିକ ଭାରତୀ,ପ୍ରଦୀପ ମହନ୍ତ,ମୁକେଶ ଧଳ,ଅକ୍ଷୟ ସାହୁ ସଂଗ୍ରାମ କେଶରୀ ଚୌଧୁରୀ,ପୀୟୂଷ ରଞ୍ଜନ ପରିଡ଼ା,ସଞ୍ଜୟ ସାହୁ,ରବୀନ୍ଦ୍ର ପାତ୍ର,ସିବୁ ମିତ୍ର,ହୃଦାନନ୍ଦ ହୋତା,ଶୁଭ କାନ୍ତ ପତି,ତରାକାନ୍ତୀ ପଟେଲ,ଓ ରାଷ୍ଟ୍ରୀୟ  ସଭ୍ୟ ଶ୍ରୀଯୁକ୍ତ କେଦାର ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ ।

Related Posts

About The Author

Add Comment