ଭବିଷ୍ୟତ ବାଣୀ ଦେଲେଣି ର୍ଧର୍ମଶାଳା ତହସିଲଦାର: ଦୁଇ ଦିନ ମଧ୍ୟରେ ଯାଜପୁର ଜିଲ୍ଲାରେ 100 ରୁ  150 କରୋନା ବାହାରିବ !

Spread the love

ଧର୍ମଶାଳା,( ସନ୍ଧାନ ନ୍ୟୁଜ୍, ) କରୋନା କୁ ନେଇ କୌଣସି ଭୁଲ ସୂଚନା ଅଥବା ଡରାଇବା ଭଳି ଉକ୍ତି ନ ଦେବା ପାଇଁ ରାଜ୍ୟ ସରକାର ନିୟମ କରିଥିବା ବେଳେ ଧର୍ମଶାଳା ତହସିଲଦାର ଦୁଇ ଦିନ ମଧ୍ୟରେ ଯାଜପୁର ଜିଲ୍ଲାରେ 100 ରୁ  150 କରୋନା ବାହାରିବ ବୋଲି କହି ସମ୍ବାଦିକ ମାନଙ୍କୁ କହି ନିଜକୁ ସୁରକ୍ଷିତ ରହିବା ପାଇଁ କିଭଳି କରୁଛନ୍ତି

ଯେଉଁ ଅଫିସରମାନେ ଲୋକକୁ ଉଧାର କରିବା ଏବଂ ସଚେତନତା କରିବା ପରିବର୍ତ୍ତେ କିଭଳି ଡରାଇ ପାରୁଛନ୍ତି । ତାକୁ କଣ ସବୁ ମାଫ୍ । କଣ ରହିବ ବୋଲି ରାଜ୍ୟ ସରକାରଙ୍କ କାର୍ଯାନୁଷ୍ଠାନ ଦେଖିବାକୁ ବାକି ରହିଲା ।

[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]

Related Posts

About The Author

Add Comment