ଗଞ୍ଜାମ ୨୭/୩/୨୬ (ସନ୍ଧାନ ନ୍ୟୁଜ ) ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଜଳ ସେଚନ ବିଭାଗ ର ଯନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚୁ ବେହେରା ଙ୍କୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥି ସହିତ ୩୫୦୦ଫୁଟ ର ଏକ ବଙ୍ଗଳା, ନଗଦ ନବେ ଲକ୍ଷ ଟଙ୍କା, ସୁନା ଛଅଶହ ଛତିଶ ଗ୍ରାମ, ଏକ କକ୍ରିଟ ମେସିନ ଯାହାର ମୂଲ୍ୟ ୮୭ଲକ୍ଷ ଟଙ୍କା, ଏକ ଟାଟା ହିତାଚି ଯାହାର ମୂଲ୍ୟ ଛପନ ଲକ୍ଷ ଟଙ୍କା, ଏଭଳି ଅନେକ ମୂଲ୍ୟବାନ ପଦାର୍ଥ କୁ ଦୁର୍ନୀତି ନିବାରଣ ବିଭାଗ ଜବତ କରିଛି। ଏଭଳି ଦୁର୍ନୀତି ଖୋର୍ ଅଫିସର ଙ୍କୁ ବରଖାସ୍ତ କରି ଓଡିଶା ବାସୀ ଙ୍କୁ ନ୍ୟାୟ ଦେବା ପାଇଁ ଭଞ୍ଜନଗର ର ଜନ ସାଧାରଣ ଦାବି କରିଛନ୍ତି।ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ସନ୍ଧାନ ନ୍ୟୁନ।
ଭଞ୍ଜନଗର ଜଳ ସେଚନ ବିଭାଗ ର ଯନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚୁ ବେହେରା ଗିରଫ।
|
March 27, 2026 |



