ବୟାଳିଶମୌଜା ଗୋବିନ୍ଦପୁର ଖେଳ ପଡିଆରେ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଟିତ

Spread the love

କଟକ( ସନ୍ଧାନ ନିଉଜ) : କଟକ ସଦର ୪୨ ମୌଜା ଅନ୍ତର୍ଗତ ଗୋବିନ୍ଦପୁର ଖେଳ ପଡିଆରେ ୪ଟି ଟିମିକୁ ନେଇ କ୍ରିକେଟ ମାଚ୍ୟା ହୋଇଯାଇଛି । ଫାଇନାଲରେ ପ୍ଲେମ୍ ବୟେଜ ଟିମିକୁ  ହରାଇ ରାଧାମୋହନ ସୁପର କିଙ୍ଗ ବିଜୟୀ ହୋଇଛି । ବିଜେତା ଟିମିକୁ ୨ହଜାର ଟଙ୍କା ସହିତ  ଟ୍ରଫି ଓ ରନର୍ସ-ଅପ୍  ଓ ଟିମୀକୁ ୧ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସୁଲିଲ କୁମର ସାହାଣୀ , ମାନସ ଚୌଧୁରୀ,ପ୍ରସନ୍ନ କୁମର ବେହେରା,ସଚିତ୍ର ମୁଦୁଲି ଉପସ୍ଥିତ ରହି ବିଜେତା ଟିମକୁ ଟ୍ରଫି ପ୍ରଦାନ କରିଥିଲେ । ଏହି କ୍ରିକେଟ ମ୍ୟାଚ ଗୋବିନ୍ଦପୁର ୟୁଥ୍ କ୍ଲବ ପକ୍ଷରୁ ଆୟଜନ କରଯାଇଥିଲା ଏଥିରେ ହାପି ସେଠୀ,ସ୍ମୃତି ରଥ,ସୂର୍ଯ୍ୟ ରଥ, ସୁଳିଲ ସାହାଣୀ,ଅଶ୍ଵିନୀ ସାହାଣୀ, ସୂର୍ୟଜିତ ରଥ,ସନ୍ଦୀପ ମୁଦୁଲି, ପ୍ରସନ୍ନ ପରିଡା ପ୍ରମୁଖ ସହଯୋଗ କରିଥିଲେ ।

Related Posts

About The Author

Add Comment