ବ୍ରେଙ୍କିଙ୍ଗ ନ୍ୟୁଜ: ନଦୀ ବନ୍ଦ ଉପରେ ଖେଳୁଥିବା ବେଳେ ନାବାଳିକାକୁ ଅପହରଣ

Spread the love

ରସୁଲପୁର, ୨୩/୦୧ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ ଓଡଙ୍ଗ ଗ୍ରାମର ପ୍ରଶାନ୍ତ କୁମାର ସାହୁଙ୍କ ଝିଅ ବର୍ଷା ରାଣୀ ସାହୁ (୧୧)ଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଆଜି ୫.୩୦ ସମୟରେ ଜଣେ ଯୁବକ ତାଙ୍କ ବାଷ ଅଧାରକାର୍ଡ କରିବାକୁ ଡାକିଥିବା କହି ତାଙ୍କ ମଟରସାଇକେଲରେ କେଉଁ ଆଡେ ନେଇଯାଇଛନ୍ତି । ଏନେଇ ପରିବାର ଲୋକ ଖୋଜା ଖୋଜି କରିଥିଲେ ମଧ୍ୟ ପତ୍ତା ମିଳିନଥିବାଲା । ଶେଷରେ ଖବର ପ୍ରଚାର ପରେ ତଙ୍କୁ କୁସୁନୁପୁର ନିକଟରେ ଛାଡିଦେଇ ପଳାଇଥିବା ନେଇ ବିଶେଷ ସୁତ୍ରରୁ ଖବର ମିଳିଛି ।

Related Posts

About The Author

Add Comment