ଯାଜପୁର ସଦର, ୨୧ା୦୧: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଠାରେ ନିର୍ମାଣ କରାଯାଇଥିବା ବ୍ରହ୍ମବରଦା ଥାନାକୁ ଶରତ କୁମାର ନାୟକ ଆଇଆଇସି ଭାବେ ଆସିଥିବା ବେଳେ, ଏଠାରୁ ବଦଳି ହୋଇ ବୈରୀ ଥାନାକୁ ଯାଇଥିବା ବେଳେ, ବ୍ରହ୍ମବରଦା ଥାନାକୁ ଯାଜପୁର ଜିଲ୍ଲା ଏସପି ଭିନିଥ ଅଗ୍ରୱାଲ ବ୍ରହ୍ମବରଦା ଥାନାକୁ ଆଇଆଇସି ନିଯୁକ୍ତି ପାଇଁ ଦାବି କରାଯାଉଥିବା ବେଳେ, ଏହି ଥାନାରେ ୫୦ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ନିର୍ଭର କରୁଥିବା ବେଳେ, ଏହି ଥାନା ଅଳ୍ପ କର୍ମଚାରୀରେ କାର୍ଯ୍ୟ କରାଯାଉଥିବା ବେଳେ, ୨ଜଣ ଏସଆଇ ଜଣେ ସବଇନିସ୍ପେକ୍ଟରରେ ଥାନା କାମ କରାଯାଉଥିବାରୁ ଏହି ଥାନାକୁ ତରୁନ୍ତ ଜିଲ୍ଲା ଏସପି ଆଇଆଇସି ନିଯୁକ୍ତି ଦେବା ପାଇଁ ଜିଲ୍ଲା ଏସପିଙ୍କ ନିକଟରେ ସାଧାରଣରେ ଦାବି କରାଯାଉଚି । ଏଦିଗରେ ବିଧାୟୀକା ଦୃଷ୍ଟି ଦେବା ପାଇଁ ଦାବି କରାଯାଉଚି ।
ବ୍ରହ୍ମବରଦା ଥାନାରେ ଆଇଆଇସି ଯୋଗଦେବାଲାଗି ଦାବି ହେଉଚି
|
January 26, 2024 |
![](https://sandhannews.com/wp-content/uploads/2023/11/sandhanlogo-5.jpg)