ବୃନ୍ଦାବନରେ ଫସିଥିବା 59 ଓଡ଼ିଆ ରାଉରକେଲାରେ କ୍ୱାରେଣ୍ଟାଇନ

Spread the love
ରାଉରକେଲା, ୦୧/୦୪ (ସନ୍ଧାନ ନିୟୁଜ): କୋରୋନା ବିଶ୍ବବ୍ୟାପୀ ଏକ ଚିନ୍ତାର ବିଷୟ ପାଲିଟିଛି । ଏହି ସଂକ୍ରମଣକୁ ରୋକିବା ପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି । ଫଳରେ ବିଦେଶରେ ଫସି ରହିଛନ୍ତି ବହୁ ଭାରତୀୟ । ଏମାନଙ୍କ ଉଦ୍ଧାର ପାଇଁ ସରକାର ଯଥା ସମ୍ଭବ ଚେଷ୍ଟା ଚଳାଇଥିବା ବେଳେ ବୃନ୍ଦାବନରେ ଫସି ରହିଥିବା 59ଲୋକ ସୋମବାର ରାଉରକେଲାରେ ପହଞ୍ଚିଛନ୍ତି । ଏମାନଙ୍କ ମଧ୍ୟରେ ଦୁଇ ଗାଡ଼ି ଚାଳକ ସହ ଜଣେ ହେଲ୍ପର ଅଛନ୍ତି ।

Related Posts

About The Author

Add Comment