କଟକ,(ସନ୍ଧାନ ନ୍ୟୁଜ୍) : କଟକ ସଦର ୪୨ମୌଜାର ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ତରଫରୁ କଟକ ହାଇ କୋର୍ଟର ବିଶିଷ୍ଟ ଦକ୍ଷ ଖ୍ୟାତି ସଂପନ୍ନ ଆଇନଜୀବୀ ଏବଂ ଅନୁଷ୍ଠାନର ପୂର୍ବତନ ଉପଦେଷ୍ଟା ସ୍ୱର୍ଗତ ଡକ୍ଟର ଅଶୋକ କୁମାର ବାନାର୍ଜୀଙ୍କ ପ୍ରଥମ ବାର୍ଷିକୀରେ ତାଙ୍କ ବାସ ଭବନରେ ପହଂଚି କୋଟି କୋଟି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ମୁଖ୍ୟ ପରାମର୍ଶ ଦାତା- ବସନ୍ତ କୁମାର ରଥ – ବରିଷ୍ଟ ସାମ୍ବାଦିକ,ସଭାପତି – ସରୋଜ ନଳିନୀ ପରିଜା,କାର୍ଯ୍ୟକାରୀ ସଭାପତି- ଅଭୟ କୁମାର ଦାସ,ଉପସଭାପତି – ଉପେନ୍ଦ୍ର ବାରିକ,ସାଧାରଣ ସମ୍ପାଦକ- ନାରାୟଣ ଚନ୍ଦ୍ର ମହାନ୍ତି ଏବଂ ସମସ୍ତ ସଭ୍ୟ ବୃନ୍ଦ ସମୂହ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି ।
ବିଶିଷ୍ଟ ଆଇନଜୀବୀ ଡକ୍ଟର ଅଶୋକ କୁମାର ବାନାର୍ଜୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି
|
November 9, 2023 |
![](https://sandhannews.com/wp-content/uploads/2023/11/WhatsApp-Image-2023-11-06-at-19.20.59-1.jpeg)