ବିରଳ ଚନ୍ଦ୍ରବୁଡ଼ା ସାପ ଉଦ୍ଧାର

Spread the love

ସୁନ୍ଦରଗଡ ତା:୨/୦/୨୦୨୫( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସବଡେଗା ସ୍ଥିତ ନୂଆପଡ଼ା ଖେଳ ପଡ଼ିଆରେ ଗତକାଲି ୪ଟା ୩୯ ମିନିଟରେ ଏକ ବିଚିତ୍ର ଧରଣର ଏକ ବିରଳ ସାପ ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ କେତେକ ସ୍ଥାନୀୟ ଯୁବକ ଖେଳ ପଡିଆ ରେ ଖେଳ ଅଭ୍ୟାସ କରୁଥିବା ସମୟରେ ଏହି ବିରଳ ସାପ କୁ ଦେଖି ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି କ୍ରମରେ ସ୍ଥାନୀୟ ସରପଞ୍ଚ ମାଧୁରୀ ଦୁଙ୍ଗଡଙ୍ଗ ସାପଡ଼ଗର ର ସ୍ବେଛାସେବୀ ସାପ ଧରାଲି ବିରଞ୍ଚି ମହାକୁଲ କୁ ତୁରନ୍ତ ଅବଗତ କରାଇ ସାପକୁ ଉଦ୍ଧାର କରି ଡମକୁଡ଼ା ଜଙ୍ଗଲରେ ଛାଡିଥିଲେ। ଏହି ବିରଳ ପ୍ରଜାତିର ବିଷଧର ସାପ ର ବଡ ବଡ ଦାନ୍ତ ରହିବା ସହିତ ଅନେକ ଲମ୍ବା ଓ ବିଷାକ୍ତ ପ୍ରଜାତିର ସାପ ଥିବା ସାପ ଧରାଳି ବିରଞ୍ଚି ମହାକୁଲ୍ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment