ଉରକେଲା, ୨୮/୦୭/୨୦ (ସନ୍ଧାନ ନିଉଜ) : ରଘୁନାଥପାଲ୍ଲୀ ନିର୍ବାଚନମଣ୍ଡଳୀ ର ଲୋକପ୍ରିୟ ବିଧାୟକ ଶ୍ରୀମାନ ସୁବ୍ରତ ତରାଇଙ୍କ ପିତା ଶ୍ରୀ ଲଷ୍ମୀଧର ତରାଇଙ୍କର ଆଜି ଭୁବନେଶ୍ୱର ସ୍ଥିତ କେୟାର ହସ୍ପିଟାଲ ଠାରେ ଦେହାନ୍ତ ହୋଇଯାଇଛି ତାଙ୍କ ମୃତ ଖବର ପ୍ରଚାରିତ ହେବାପରେ ରାଉରକେଲା ତଥା ତାଙ୍କ ଜନ୍ମସ୍ଥାନ ଆଳି ରାଜକନିକା ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି ସେ ଜଣେ ଧର୍ମପରାୟଣ ପରୋପକାରୀ ବନ୍ଧୁ ବତ୍ସଳ ବ୍ୟକ୍ତି ଥିଲେ ସେ ରାଉରକେଲା ଇସ୍ପାତ କାରଖାନାରେ ନିଜର କର୍ମମୟ ଜୀବନ ଆରମ୍ଭ କରି ସେଠାରୁ ଅବସର ନେଇଥିଲେ ସେ ରାଉରକେଲା କୁ ବହୁତ ଭଲ ପାଉଥିଲେ ତାଙ୍କ ବିୟୋଗରେ ଏକ ଅପୂରଣୀୟ କ୍ଷତି ଘଟିଲା
ବିଧାୟକ ସୁବ୍ରତ ତରାଇଙ୍କ ପିତା ଶ୍ରୀ ଲଷ୍ମୀଧର ତରାଇଙ୍କ ଦେହାନ୍ତ
|
July 28, 2020 |