Homeଓଡିଶାବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ ଉପସ୍ଥାପିତ ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ ଉପସ୍ଥାପିତ Sandhan News | June 28, 2019 | Spread the love ଭୁବନେଶ୍ୱର, ୨୮/୬ (ସନ୍ଧାନ ନିଉଜ) : ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଆଜି ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କୃଷିରୁ ଆରମ୍ଭ କରିଛନ୍ତି ବଜେଟ୍ ଉପସ୍ଥାପନା। ମହିଳା ଓ ଶିଶୁଙ୍କ ଉନ୍ନତି ଓ ଅଧିକାର ପାଇଁ ପ୍ରତିଶୃତିବଦ୍ଧ ତେଣୁ ପ୍ରଥମ ଥର ପାଇଁ ମହିଳା ଓ ଶିଶୁ ବଜେଟ ଉପସ୍ଥାପିତ ହୋଇଛି। ମହିଳା ସଶକ୍ତୀକରଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିବା କଥା କହିଛନ୍ତି ଅର୍ଥମନ୍ତ୍ରୀ। କୃଷି ବଜେଟ ପରିମାଣ ୨୦ ହଜାର ୭୧୪ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। କାଳିଆ ଯୋଜନାରେ ଭୂମିହୀନ ଓ ଭାଗ ଚାଷୀଙ୍କୁ ସୁବିଧା ମିଳୁଛି। ୨୦୧୩-୧୪ ତୁଳନାରେ ବ୍ୟୟ ବରାଦ ପରିମାଣ ୩ ଗୁଣ ବୃଦ୍ଧି କରାଯାଇଛି। ଅର୍ଥମନ୍ତ୍ରୀ କହିଲେ- ୨୦୧୩-୧୪ରେ କୃଷି ବଜେଟ ଅଟକଳ ଥିଲା ୭୧୬୨ କୋଟି, ୨୦୧୯-୨୦ରେ କୃଷି ବଜେଟ ପରିମାଣ ହେଲା ୨୦ ହଜାର ୭୧୪ କୋଟି। ଏହା କୃଷକଙ୍କ ପାଇଁ ଖୁସିର ଖବର, ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ମିଳିବ। Related Posts ଅବସର ପ୍ରାପ୍ତ କର୍ମଚାରୀ ସଂଘ, ପାଳିଆ ବିନ୍ଧା, ଭଦ୍ରକ ତରଫ ରୁ ଜଳ ଛତ୍ର ଶିବିର April 14, 2026 | Manas Kumar Rout | ଅଧିକ ପଢନ୍ତୁ ନିମାପଡାରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କ ବିଜୟକୁ କେହି ଅଟକାଇ ପାରିବେ ନାହିଁ: ସମୀର ଦାଶ May 20, 2024 | Hemanta Bhainsa | ଅଧିକ ପଢନ୍ତୁ ସୁନା ବ୍ୟବସାୟୀଙ୍କ ଠାରୁ ଲୁଟିବାକୁ ଉଦ୍ୟମ କରି ୩ ଜଣ ଗିରଫ June 23, 2022 | Sandhan News | ଅଧିକ ପଢନ୍ତୁ ବିଶ୍ୱର ପୁନରୁଦ୍ଧାର ପ୍ରକ୍ରିୟାରେ ଭାରତ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ July 10, 2020 | Sandhan office news | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
ଅବସର ପ୍ରାପ୍ତ କର୍ମଚାରୀ ସଂଘ, ପାଳିଆ ବିନ୍ଧା, ଭଦ୍ରକ ତରଫ ରୁ ଜଳ ଛତ୍ର ଶିବିର April 14, 2026 | Manas Kumar Rout | ଅଧିକ ପଢନ୍ତୁ
ନିମାପଡାରେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡାଙ୍କ ବିଜୟକୁ କେହି ଅଟକାଇ ପାରିବେ ନାହିଁ: ସମୀର ଦାଶ May 20, 2024 | Hemanta Bhainsa | ଅଧିକ ପଢନ୍ତୁ
ବିଶ୍ୱର ପୁନରୁଦ୍ଧାର ପ୍ରକ୍ରିୟାରେ ଭାରତ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ July 10, 2020 | Sandhan office news | ଅଧିକ ପଢନ୍ତୁ