ବିଜେପି ପକ୍ଷରୁ ଯାଜପୁର ବ୍ଲକ ଘେରାଉ

Spread the love

ଯାଜପୁର ସଦର,୦୧ା୧୨: ଯାଜପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଯାଜପୁର ମାନସା ପୋଲ ନିକଟରୁ ଏକ ବିରାଟ ରାଲି ବାହାରି ରାଜ୍ୟ ସରକାରଙ୍କ ବିରୋଧରେ ବ୍ଲକ କାର୍ଯୟାଳୟ ସମ୍ମୁଖରେ ଏକ ସାଧାରଣ ସଭା ଯାଜପୁର ଜିଲ୍ଲାର ବିଜେପି ସଭାପତି ଗୌତ୍ତମ ରାୟଙ୍କ ନେତୃତ୍ୱରେ ରାଜ୍ୟ ସରକାରଙ୍କ ବୈମାତୃକ ମନଭାବକୁ ନେଇ ବିଜେପି ପକ୍ଷରୁ ନାରାବାଜି କରାଯାଇଥିଲା । ଇନ୍ଦିରା ଆବାସ ଠାରୁ ଆରମ୍ଭ କରି ବେକାରି ସମସ୍ୟା ମହିଳା ସଶକ୍ତି କରଣକୁ ନେଇ ଗରିବ ଲୋକ ମାନଙ୍କ ନିକଟରେ ସେବା ଯୋଗାଇ ଦେବାଲାଗି ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଯାଜପୁର ଜିଲ୍ଲା ଦୃନିତୀ ଏବଂ ଭ୍ରଷ୍ଟ୍ରାଚାରରେ ବୁଡ଼ି ରହିଥିବା ବିରୋଧରେ ବିଜୁ ଜନତା ଦଳକୁ ବିଜେପି ପକ୍ଷରୁ ବ୍ଲକ ଘେରାଉ କରାଯାଉଥରବା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଅହଂ ଭାବକୁ ଧ୍ୱସଂ କରିବା ପାଇଁ ବିଜେପି ଯେପରି ସପଥ ନେଇଚି । ଆଗାମୀ ୨୦୨୪ ନିର୍ବାଚନରେ ଜନତା ପାର୍ଟି ପକ୍ଷରୁ ବିଜେଡ଼ିକୁ ପରାସ୍ତ କରିବା ପାଇଁ ଏହି ସଂଗ୍ରାମ ଜାରି ରିହଚି । ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ବିଭିନ୍ନ ବ୍ଲକର ସଭାପତି ସମ୍ପାଦକ ଯୋଗଦେଇଥିବା ବଳେ, ବିଜିପି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ହଜାର ହଜର ପୁରୁଷ ମହିଳା କର୍ମିମାନେ ଶୋଭାଯାତ୍ରାରେ ବାହାରି ଯାଜପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ।

Related Posts

About The Author

Add Comment