ବିଜେପିରେ ସାମିଲ ହେଲେ ସ୍ମୃତିରେଖା ପହି

Spread the love

ଭୁବନେଶ୍ୱର, 14/04 (ସନ୍ଧାନ ନିଉଜ):  ବିଜେପିରେ ସାମିଲ ହେଲେ ନିକଟରେ ଦଳ ଛାଡିଥିବା କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି । ସ୍ମୃତିରେଖା ପହିଙ୍କ ବ୍ୟତୀତ ବହୁ ସଂଖ୍ୟାରେ ବିଜେଡି ଏବଂ କଂଗ୍ରେସ କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି ।ଏହାସହ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ ଏବଂ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସମନ୍ତସିଂହାର ପ୍ରମୁଖ ଉପସ୍ଥିତ ରହିଥିଲେ ।

Related Posts

About The Author

Add Comment