Homeଜିଲ୍ଲା ପରିକ୍ରମାବାଲେଶ୍ବରବାହାନଗାରେ ବୁଲିଲା ଆଜାଦହିନ୍ଦ ସରକାରର ସଙ୍କଳ୍ପ ଯାତ୍ରାର ରଥ ବାହାନଗାରେ ବୁଲିଲା ଆଜାଦହିନ୍ଦ ସରକାରର ସଙ୍କଳ୍ପ ଯାତ୍ରାର ରଥ Manas Kumar Rout | October 29, 2018 | Spread the love11 11Shares ବାଲେଶ୍ୱର,୨୯/୧୦ (ସନ୍ଧାନ ନିୟୁଜ): ବାହାନଗା ବ୍ଲକରେ ଆଜାଦହିନ୍ଦ ସରକାରର ସଙ୍କଳ୍ପ ଯାତ୍ରାର ରଥ ବୁଲିଥିବାର ଦେଖିବାକୁ ମିଳିଥିଲା । “ଆସନ୍ତୁ ଏକାଠି ହେବା-ନେତାଜୀଙ୍କର ସ୍ୱପ୍ନରେ ଭାରତ ଗଢିବା” ର ନାରାବାଜି ଦେଇ କେନ୍ଦ୍ର ସରକାରଙ୍କ ସରକାରଙ୍କର ର ମାରଣ ନୀତି ଉପରେ ସମାଲୋଚନା କରି ଏହାର ରାଜ୍ୟ ସଚେତକ ଅନିରୁଦ୍ଧ ମଲ୍ଲିକ ବକ୍ତବ୍ୟ ରଖିଥିଲେ । ରାଷ୍ଟ୍ରକୁ ପରିବର୍ତ୍ତନ କରିବା ଆଶାରେ ଏହି ସଙ୍କଳ୍ପ ବୋଲି କହିଥିଲେ । ସବକାସାଥର ସ୍ଲୋକାଗାନ, ମୋଦିକଙ୍କର ଆଚ୍ଚେଦିନ ଆୟେଗାର କେବଳ ଖରାପଦିନ ଆୟେଗା ବୋଲ କହି ରଥପରିକ୍ରମା କରିଚାଲିଥିଲାା ନେତାଜୀଙ୍କର ନୀତି ଆଦର୍ଶ ଉପରେ ଚାଲିଲେ ଭାରତର ସାମ୍ବିଧାନୀକ, ସାମାଜିକ,ଅର୍ଥନୈତିକ ଓ ଗଣତାନ୍ତ୍ରୀକ ବ୍ୟବସ୍ଥା ସୁରକ୍ଷା କରାଯାିପାରିବ ବୋଲି କହିଥିଲେ । ଏହି ରଥ ବାହାନଗା ବ୍ଲକର ଗୋପାଳପୁର ଓ ବାହାନଗା ପ୍ରମୁଖ ସ୍ଥାନ ମାନଙ୍କରେ ପରିଭ୍ରମଣ କରିଥିବାର ଜଣାପଡ଼ିଛି । 11Shares Related Posts ଭଦ୍ରେଶ୍ୱର ମହାଦେବଙ୍କ ଯଜ୍ଞ ମହୋସôବ ଅନୁଷ୍ଠିତ July 7, 2019 | Sandhan News | ଅଧିକ ପଢନ୍ତୁ କନ୍ଧମାଳ ସାଂସଦଙ୍କ କୋଟଗଡ଼ ଗସ୍ତ : ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ, ବହୁ କଂଗ୍ରେସ କର୍ମୀଙ୍କ ବିଜେଡ଼ିରେ ସାମିଲ୍ December 10, 2020 | Sandhan News | ଅଧିକ ପଢନ୍ତୁ ସାନଭାଇର କାଠଫାଳିଆ ମାଡରେ ବଡ ଭାଇ ମୃତ, ପୁତୁରା ଭାଉଜ ଗୁରୁତର May 12, 2019 | Manas Kumar Rout | ଅଧିକ ପଢନ୍ତୁ ପୂଜାର୍ଚ୍ଚନା ବେଳେ ଭୂମିରେ ରଖନ୍ତୁ ନାହିଁ ଏସବୁ ଜିନିଷ January 24, 2021 | 2005lindadavis1989 | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
କନ୍ଧମାଳ ସାଂସଦଙ୍କ କୋଟଗଡ଼ ଗସ୍ତ : ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ, ବହୁ କଂଗ୍ରେସ କର୍ମୀଙ୍କ ବିଜେଡ଼ିରେ ସାମିଲ୍ December 10, 2020 | Sandhan News | ଅଧିକ ପଢନ୍ତୁ