ବାଲ୍ୟ ବିବାହକୁ ରୋକିଲା ଚାଇଲ୍ଡ ଲାଇନ

Spread the love
ରାଉରକେଲା: ସରକାର ବାଲ୍ୟ ବିବାହ ରୋକିବାକୁ ଲୋକଙ୍କ ମଧ୍ୟରେ ଅନେକ ସଚେତନତା ସୃଷ୍ଟି କରୁଛନ୍ତି । ଏହାସହ ଏହା ଅପରାଧ ହୋଇଥିବାରୁ ଏନେଇ ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା କରାଯାଇଛି । ମାତ୍ର ଲୋକଙ୍କ ମଧ୍ୟରେ ଏହା କେତେଦୂର କାର୍ଯ୍ୟକ୍ଷମ ହୋଇଛି, ତାର ବାସ୍ତବତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଉରକେଲା ନୂଆଗାଁ ବ୍ଲକର ପତ୍ରାପଲ୍ଲୀ ଗାଁରେ ଜଣେ ନାବାଳିକା ବିବାହ ଖବର ପାଇଁ ଚାଇଲ୍ଡ ଲାଇନ ଘଟଣାସ୍ଥଳରେ ପହଞ୍ଚି ବିବାହକୁ ରୋକିବାରେ ସାମର୍ଥ୍ୟ ହୋଇଛି ।

Related Posts

About The Author

Add Comment