ବାଲିଗୁଡା ଉପଖଣ୍ଡ କ୍ରୀଡା ସଙ୍ଘ ର ନୂତନ କର୍ମକର୍ତ୍ତା ଚୟନ

Spread the love
ବାଲିଗୁଡା,୦୨/୦୮/୨୪ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା  ବାଲିଗୁଡା ଉପଖଣ୍ଡ କ୍ରୀଡା ସଙ୍ଘ ର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି l ଏଥିରେ ସର୍ବ ସମ୍ମତି କ୍ରମେ ସ୍ଥାୟୀ ସଭାପତି ଭାବେ ବାଲିଗୁଡା ଉପଜିଲ୍ଲାପାଳ ରହିଥିବା ଥିବା ବେଳେ ଉପସଭାପତି ଭାବେ ପ୍ରଶାନ୍ତ କୁମାର ସାହୁ, ଉପଦେଷ୍ଟା ଭାବେ ଗଙ୍ଗାଧର ପଣ୍ଡା, ସୁରେନ୍ଦ୍ର କୁମାର ପାତ୍ର, ସମ୍ପାଦକ ଭାବେ ତିର୍ଥବାସି ଘଡାଇ, ଯୁଗ୍ମ ସମ୍ପାଦକ ଭାବେ ଏ.ଶ୍ରୀନିବାସ ଦୋରା, କୋଷାଧ୍ୟକ୍ଷ ଭାବେ ଶିବାନନ୍ଦ ପଟ୍ଟନାୟକ, କାର୍ଯ୍ୟକାରିଣୀ ସଭ୍ୟ ଭାବେ ରଞ୍ଜିତ କୁମାର ମହାନ୍ତି, ଦିବାକର ବେହେରା, ସୂର୍ଯ୍ୟ ନାରାୟଣ ସୁଆର, ରଞ୍ଜନ କୁମାର ନାୟକ, ଭଗବାନ ପଣ୍ଡା,ସୁଜିତ୍ କୁମାର ପାଳ , ଭଗବତୀ ପ୍ରସାଦ ସାବତ, ସମୀର ରଞ୍ଜନ ପଟ୍ଟନାୟକ, ପ୍ରଶାନ୍ତ କୁମାର ପ୍ରଧାନ, ରୂପକ କୁମାର ନାୟକ ପ୍ରମୁଖ ଚୟନ ହୋଇଛନ୍ତି l 

Related Posts

About The Author

Add Comment