ବାଇକ୍ ଆରୋହୀଙ୍କ ମୃତ୍ୟୁ 

Spread the love
କୋରାପୁଟ, ୨୬ /୧/୨୦ ସନ୍ଧାନ ନିଉଜ : କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ବାସ୍ତାମ୍ୱା ନିକଟରେ ଏକ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଚକ୍ରଧର ପାଲ। ସେ ଭନସୁଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଥିଲେ।

Related Posts

About The Author

Add Comment