ବରୀ ଲୋକ କଳା ମହୋତ୍ସଵ ରେ ସାମ୍ବାଦିକ ସୁରେଶ କର ସମ୍ମାନିତ

Spread the love

ଯାଜପୁର :-୧୩/୦୧(ସନ୍ଧାନ ନ୍ୟୁଜ) ବରୀ ଲୋକ କଳା ମହୋତ୍ସଵ ଚତୁର୍ଥ ଦିବସ ମଞ୍ଚ କୁ ଜାତୀୟ କବି ବାଞ୍ଚାନିଧି ଦାଶ ଙ୍କ ନାମରେ ନାମିତ କରାଯିବା ସହ ବରୀ ର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଓ କବି ମାନଙ୍କୁ ନେଇ ସାମ୍ବାଦିକ ସମାବେଶ ଅନୁଷ୍ଠାନ ସଭାପତି ଡାକ୍ତର ରାଜକିଶୋର ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି।

ସାମ୍ବାଦିକ ମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ସହଯୋଗ ଲୋଡ଼ିଛି ଅନୁଷ୍ଠାନ,ଏହି ମର୍ମରେ ଲୋକକଳା କୁ ଜାତୀୟ ସ୍ଥରରେ ପ୍ରସାର ପ୍ରଚାର କରିବା ଦିଗରେ ଜିଲ୍ଲାର ଇଂରାଜୀ ସାମ୍ବାଦିକ ସୁରେଶ କର ଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା।

Related Posts

About The Author

Add Comment