ଯାଜପୁର ସଦର, ୨୪ା୦୪: ଲୋକପ୍ରିୟ ପ୍ରଧାନ ମନ୍ତ୍ରୀ ୟଶୋସି ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଓଡ଼ିଶାର ବିକାଶ ପ୍ରଗତି ରଥକୁ ଆଗେଇ ନେବାକୁ ଭାରତୀୟ ଜନତା ପାର୍ଟି ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଥିବା ବେଳେ, ଯାଜପୁର ଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳୀର ପ୍ରାର୍ଥି ଘୋଷଣା କରାଯାଇଥିବା ବେଳେ, ବରୀ ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଶାୟୀ ପ୍ରାର୍ଥି ଦୌଡ଼ରେ ରହିଥିବା ଏହି ନିର୍ବାଚନ ମଣ୍ଡଳୀରୁ ଆଶାୟୀ ପ୍ରାର୍ଥି ଦୌଡ଼ରେ ଉମେଶ ଜେନା, ବିବେକାନନ୍ଦ ଜେନା, ଏବଂ ବହୁ ଯୁବ ଆଶାୟୀ ପ୍ରାର୍ଥି ରହିଥିବା ବେଳେ, ବରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ଏବଂ ବିଧାୟକ ଦେବାଶିଷ ନାୟକ ଆଗରେ ରହିଥିବା ଦେଖିବାକୁ ମିଳିଚି । ଯାହାକି ବିଜେଡ଼ି ସହିତ ଟକ୍କର ଦେବାଲାଗି ଶ୍ରୀଯୁକ୍ତ ନାୟକ ଆଗରେ ଅଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ ବରୀରେ ପ୍ରାର୍ôଥ ଘୋଷଣା କରିବା ପାଇଁ ଦାବି କରାଯାଉଚି ।
ବରୀ ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥି ଘୋଷଣା ବିଳମ୍ବିତ ହେଉଚି
|
April 25, 2024 |
![](https://sandhannews.com/wp-content/uploads/2024/03/sandhanlogo.jpg)