ବରୀରେ ନିୟମ କଡାକଡି, ପୋଲିସ ପକ୍ଷରୁ ପାଟ୍ରୋଲିଂ ଜାରି

Spread the love

ଯାଜପୁର ୦୮/୦୬ (ସନ୍ଧାନ ନିଉଜ) ଚଳିତ ମାସ ପାଇଁ ସପ୍ତାହରେ ୨ଦିନ ଯଥା ଶନିବାର ଓ ରବିବାରକୁ ଲକଡାଉନ ଘୋଷଣା ପରେ ବରୀ ପ୍ରଶାସନ ତତ୍ପରତା ଦେଖାଇଛନ୍ତି । ପୁଲିସ ପକ୍ଷରୁ ବରୀ ଥାନା ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ପାଟୋ୍ରଲିଂ କଣ କରିବା ସହ ଅମାନିଆ ମାନଙ୍କୁ ସତର୍କ କରାଇ ଦିଆଯାଇଛି, ଘରୁ ଜନସାଧାରଣଙ୍କୁ ତାଗିଦ ମଧ୍ୟ କରାଯାଇଛି । ବରୀ ଭାରପ୍ରାପ୍ତ ବିଡିଓ ଶାସ୍ୱତ ଜେନା ତହସିଲଦାର ସରୋଜ କାନ୍ତ ନାୟକ ଥାନାଧିକାରୀ ମାର୍କଣ୍ଡେୟ ମିଶ୍ର ବରୀ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ତୀକ୍ଷ୍ଣ ନଜର ରଖିଥିବା ଜଣାପଡିଛି ।

Related Posts

About The Author

Add Comment