ବରିଷ୍ଠ ସାମ୍ବାଦିକ ଭକ୍ତି ଭୂଷଣ ମହାନ୍ତିଙ୍କ ମାତୃ ବିୟୋଗରେ ବିଭିନ୍ନ ମହଲରେ ଶୋକ

Spread the love

କଟକ  : ବରିଷ୍ଠ ସାମ୍ବାଦିକ,ସାହିତ୍ୟିକ ତଥା ଉଚ୍ଚ କୋଟିର ବକ୍ତା ଶ୍ରୀଯୁକ୍ତ ଭକ୍ତି ଭୂଷଣ ମହାନ୍ତିଙ୍କ ମାତା ଅବସରପ୍ରାପ୍ତ ଡିଏସପି ସ୍ଵର୍ଗତ ନିତ୍ୟାନନ୍ଦ ମହାନ୍ତିଙ୍କ ଧର୍ମପତ୍ନୀ ଧର୍ମପ୍ରାଣା କଟକ ନେତାଜୀନଗର ନିବାସୀ ଶୈଳବାଳା ମହାନ୍ତି(୮୯)ଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ସହ ଅମର ଆତ୍ମାର  ସଦଗତି କାମନା କରାଯାଇଛି । ସାମାଜିକ ସଂଗଠନ କିଶନନଗର ଶିଶୁ ମଙ୍ଗଳ କ୍ଲବ, ସୃଜନଶୀଳ କିଶୋର ପ୍ରତିଭା ମଞ୍ଚ କଟକ ସଦର,ନେତାଜୀ ସୁବାଷ ସ୍ମୃତି ପରିଷଦ ୪୨ ମୌଜା,ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇ,ଉତ୍କଳ ୟୁଥ୍ ଟ୍ରଷ୍ଟ ବାଙ୍ଗାଲୋର,ସରସ୍ଵତୀ କଳା ପରିଷଦ କନ୍ଦରପୁର,ଉତ୍କଳ ବିକାଶ ପରିଷଦ କଟକ ସଦର,ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା,ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ ଓଡ଼ିଶା,ଆଦର୍ଶ ଯୁବ ସଂଘ ଭାରତ,ପ୍ରବାସୀ ଓଡ଼ିଆ ଅଭିଯାନ ମୁମ୍ବାଇ ପକ୍ଷରୁ ରଶ୍ମୀ ରଞ୍ଜନ ଶତପଥୀ,ଓଡ଼ିଶା ମୋ ପାରିବାର ଜୀବନ ବିନ୍ଦୁ ଯାଜପୁର ଜିଲ୍ଲା ସଂଯୋଜକ ଇଂ. ବିମଳ ଚନ୍ଦ୍ର ଦାସ,କବୟିତ୍ରୀ ପ୍ରତିଭା ଶତପଥୀ,ନାଟ୍ୟକାର ଅଶୋକ ପଟ୍ଟନାୟକ,ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ,ଅଭିରାମ ସାହୁ,ସମାଜସେବୀ ଇଂ.ଅଶୋକ ବିଶ୍ବାଳ,ରୁଦ୍ର ନାରାୟଣ ଦାସ,ନାରାୟଣ ଚନ୍ଦ୍ର ମହାନ୍ତି,ଦୈତାରୀ ପ୍ରଧାନ,ପ୍ରଲୋପ ମହାପାତ୍ର,ନବ କିଶୋର ପଣ୍ଡା,୪୨ ମୌଜା ଯାଦବ ମହାସଭା ସଭାପତି  ବୁଲେଇ ବେହେରା,ଗବେଷକ ଇଂ.ଦୁଷ୍ମନ୍ତ ପାତ୍ର,ସମାଜସେବୀ ଇଂ.ବସନ୍ତ ରାଉତ,ସତ୍ୟ ରଞ୍ଜନ ବାରିକ,ସ୍ତମ୍ବକାର ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ଦକ୍ଷ ସଂଗଠକ ସୀତାରାମ ପଣ୍ଡା,ଇଂ. ସେବକ ଶ୍ରୀକାନ୍ତ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment