ବଡଚଣା କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

Spread the love

ବଡଚଣା, ୨/୧୦(ସନ୍ଧାନ ନିୟୁଜ/ମାନସ ରାଉତ) ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ବଡଚଣା କଂଗ୍ରେସ ପକ୍ଷରୁ ଚମ୍ପାପୁରସ୍ଥିତ ମହାତ୍ମାଗାନ୍ଧୀଙ୍କ ପତିମୂର୍ତ୍ତି ନିକଟରେ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ଶୁଭେନ୍ଦୁ ମହାନ୍ତି, ପୂର୍ବତନ ମନ୍ତ୍ରୀ ସିତାକାନ୍ତ ମହାପାତ୍ର, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଜୟ ସାମଲ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ରତିକାନ୍ତ ପ୍ରଧାନ, ଯୁବନେତା ସଂଜୟ କର, ଅକ୍ଷୟ ସ୍ୱାଇଁ, ପ୍ରଦୀପ ମହାପାତ୍ର, ପୂର୍ବତନ ସମିତସଭ୍ୟ ସୁରେଶ ସାହାଣୀ, ୧୮ନମ୍ବର ଜୋନ ସଭାପତି ଭାସ୍କର ପ୍ରଧାନ, ୧୭ନମ୍ବର ଜୋନ ସଭାପତି ନିଳକଣ୍ଠ ମିଶ୍ର, ଅମୂଲ୍ୟ ଦାସ, ଏକାଦଶୀ ସେଠୀ, ବାସୁଦେବ ବିଶ୍ୱାଳ, ବିଭୁତି ଭୁଷଣ ନାୟକ, ମାନଗୋବିନ୍ଧ ମହାନ୍ତି, ବିଶ୍ୱ ରଂଜନ ଦାସ, ହୃଷିକେଶ ନାୟକ, ରାଧାନାଥ ରାଉତ,ନୃସିଂହ ମହାନ୍ତି, ପ୍ରଦୀପ୍ତ ମହାନ୍ତି, ବିଚିତ୍ର ଜେନା, ଧର୍ମରାଜ ମହାନ୍ତି, ଦୃର୍ଗଚରଣ ସାହୁ, ବିପିନ ସ୍ୱାଇଁ, ଅମୂଲ୍ୟ ତ୍ରୀପାଠୀ, ସରୋଜ ଜେନା, ଶ୍ରୀକାନ୍ତ ମଲିକ, ଉମେଶ ଜେନା, କୃଷ୍ଣଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ମହାତ୍ମାଗାନ୍ଧୀଙ୍କ ପତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ଦେଶ ପାଇଁ ଥିବା ତ୍ୟାଗ ଓ ତାଙ୍କ ଜବନୀ ଉପରେ ଆଲୋଚନା କରିଥିଲେ ।

Related Posts

About The Author

Add Comment