ବଜ୍ରାଘାତ ରେ 3 ମୃତ୍ୟୁ

Spread the love

କଟକ, ୨୬/୮ (ସନ୍ଧାନ ନିଉଜ) କଟକ ଜିଲ୍ଲା ସାଲେପୁର ମାଳ ଲେଖନପୁର ର ରଞ୍ଜନ ବେହେରା ବିଲରେ କାମ କରୁଥିବା ବେଳେ ବଜ୍ରାଘାତ  ଯୋଗୁଁ ମୃତ୍ୟୁ ଘଟିଛି l ସେହିଭଳି ମାହାଙ୍ଗା ଅଂଚଳର ଭେଡ଼ା ସାଲେପୁର ଗ୍ରାମର ନିରଂଜନ ମଲ୍ଲିକ ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ହେବା ଯୋଗୁଁ ତାଙ୍କର ମଧ୍ଯ ମୃତ୍ୟୁ ଘଟିଛି l ସେହିପରି ମାହାଙ୍ଗାର ଲଳିତଗିରି ଗ୍ରାମର ବାବୁଲି ଜେନା ପାହାଡ ଉପରେ ଛେଳି ଚରାଉଥିବା ବେଳେ ଘଡଘଡି ପଡିବାରୁ ତାଙ୍କର ମଧ୍ଯ ମୃତ୍ୟୁ ଘଟିଛି l ଏହିଭଳି ଆଜି ତିନୋଟି ସ୍ଥାନ ରେ ବଜ୍ରାଘାତରେ ତିନି ଜଣ ଙ୍କର ଆକସ୍ମିକ ମୃତ୍ୟୁ ଘଟିଥିବା ହେତୁ ସାରା ମାହାଙ୍ଗା ରେ ତଥା ଆଖପାଖ ଅଞ୍ଚଳର ଗଭୀର ଶୋକ ର ଛାୟା ଖେଳିଯାଇଛି

Related Posts

About The Author

Add Comment