ଢେଙ୍କାନାଳ,୦୧/୧୨/୨୦୨୦ (ସନ୍ଧାନ ନିଉଜ) : ଢେଙ୍କାନାଳରେ ବଜ୍ରକାପ୍ତା ଚୋରା ଚାଲାଣ ବେଳେ ବନ୍ଧା ହେଲେ ଦୁଇ ଚାଲାଣକାରି। ଏହି ଦୁଇ ଅଭିଯୁକ୍ତ ଘନଶ୍ୟାମ ବେହେରା ଘର ଖୋର୍ଦ୍ଧା ଏବଂ ଆଉ ଜଣେ ଜିତେନ୍ଦ୍ର ପ୍ରଧାନ ଘର ଜଟଣୀରେ ବୋଲି ସୂଚନା ମିଳିଛି। ଏହା ସହିତ ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ବଜ୍ରକାପ୍ତାଟି ଢେଙ୍କାନାଳ କପିଳାଶ ରେଞ୍ଜ ଅଂଚଳରୁ ଧରା ହୋଇ ଚାଲାଣ ହେବାକୁ ଥିଲା। 10 ଦିନ ପୂର୍ବରୁ ଏହି ବଜ୍ରକାପ୍ତାଟି ଖୋର୍ଦ୍ଧା ଚାଲାଣ ହୋଇଥିବା ଡିଏଫଓ ସୂଚନା ଦେଇଛନ୍ତି ।
ବଜ୍ରକାପ୍ତା ଚୋରା ଚାଲାଣ ବେଳେ ଗିରଫ ହେଲେ ଦୁଇ ଅଭିଯୁକ୍ତ
|
December 1, 2020 |
