ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପୁରୀ ପୌରସଂସ୍ଥାକୁ ପ୍ରଶଂସା

Spread the love
ପୁରୀ,  ୧୨/୦୧/୨୦ (ସନ୍ଧାନ ନିଉଜ) : ପୁରୀ ପୌରସଂସ୍ଥାକୁ ପ୍ରଶଂସା । ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପୁରୀକୁ ବଡ଼ ସଫଳତା ମିଳିଛି । ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ କର୍ମଶାଳାରେ ପୁରୀ ପୌରସଂସ୍ଥାକୁ ପ୍ରଶଂସା କରାଯାଇଛି । ଅଭିନେତା ଅମିର ଖାନଙ୍କ ଦ୍ୱାରା ପୁରସ୍କୃତ ହୋଇଛି ପୁରୀ ପୌରସଂସ୍ଥା । ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ପୁରୀ ପୌରସଂସ୍ଥାକୁ ପୁରସ୍କୃତ କରାଯାଇଥିବା ସୂଚନା ମିଳିଛି ।

Related Posts

About The Author

Add Comment