‘ପ୍ରୟାସ’ ପକ୍ଷରୁ ୬ରେ ରକ୍ତଦାନ ଶିବିର

Spread the love

ବଡଚଣା, ୫/୧୧ (ସନ୍ଧାନ ନୟୁଜ/ମାନସ ରାଉତ) ଚଣ୍ଡିଖୋଲର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆଜି ୬ତାରିଖ ବୁଧବାରଦିନ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଚଣ୍ଡିଖୋଲ ଛକ କୋର୍ଟ ନିକଟସ୍ଥ ପ୍ରେସ କ୍ଲବ ପରିସରରେ ଅନୁଷ୍ଠିତ ହେବ । ରକ୍ତଦାନ କରି ଅନ୍ୟମାନଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେବା ସହିତ ଏଭଳି ମହତ କାର୍ଯ୍ୟରେ ନିଜକୁ ସାମିଲ କରି ରକ୍ତଦାନ କରିବାକୁ ପ୍ରୟାସ ଅନୁଷ୍ଠାନର ସମ୍ପାଦକ ଭାରତ ଭୂଷଣ ପଣ୍ଡା ସମେତ ସମସ୍ତ ସଭ୍ୟମାନେ ନିବେଦନ କରିଛନ୍ତି ।

Related Posts

About The Author

Add Comment