ପୋଲ ଧସିବା ଘଟଣାକୁ ନେଇ ରସୁଲପୁର ବିଜୁ ଜନତା ଦଳ ଗଣଧାରଣା

Spread the love

ଯାଜପୁର ସଦର, ୨୩ା୦୭(ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନିକଟରେ ଭୁସୁଡ଼ିଥିବା ପୋଲ ଘଟଣାକୁ ନେଇ କେନ୍ଦ୍ରସରକାରଙ୍କ ବିରୋଧରେ ବିଜୁ ଜନତା ଦଳ ପକ୍ଷରୁ ଗଣଧାରଣା ଦିଆଯାଇଥିଲା । ଏହି ଅବସରରେ ବ୍ଲକ କାର୍ଯୟାଳୟ ନିକଟରେ ଓରାଳି ପୋଲ ଭୁସୁଡ଼ିବା ଘଟଣାକୁ ନେଇ ବିଜେଡ଼ି ପକ୍ଷରୁ ଗଣଧାରଣା ଦିଆଯାଇଥିବା ଏଠାରେ ସୂଚନା ଯୋଗ୍ୟ ଯେ, ୧୮ ତାରିଖ ସକାଳ ୬ଟା ୧୦ମିନିଟ ସମୟରେ ଏହି ପୋଲ ଭୁସୁବି ପଡ଼ିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ୧୫ବର୍ଷ ତଳେ ଏହି ପୋଲ ନିର୍ମାଣ କରାଯାଇଥିବା ବେଳେ, ୧୮ ତାରୀଖରେ ଭୁସୁଡ଼ିବା ଏହି କାମ ନିମ୍ନ ମାନର ହୋଇଥିବା ବେଳେ, ରାଜନୈତିକ ନେତା ମାନେ ଅଭିଯୋଗ କରିଥିବା ବେଳେ, ସାଧାରଣ ଲୋକମାନେ ଏହି ପୋଲକୁ ନେଇ ଅଭିଯୋଗ କରିଥିଲେ । ରସୁଲପୁର ବ୍ଲକା ଅଧ୍ୟକ୍ଷ ଅରୁଣ ରାଉତ ନେତୃତ୍ୱରେ ରସୁଲପୁର ବ୍ଲକ ସଭାପତି ଶ୍ରୀଯୁକ୍ତ ପଣ୍ଡା ବିରୋଧି ଦଳ ବିଜେପିକୁ ଦାୟୀ କରିବା ସହିତ ଏପରି ହେଲା ବୋଲି ଅଭିଯୋଗ କରିଥିଲେ । ଶାସକ ବିଜୁ ଜନତା ଦଳ ପକ୍ଷରୁ ଗଣଧାରଣା ଦିଆଯିବା ସହିତ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରାଯାଇଥିଲା । ବ୍ଲକ ସଭାପତି ଲୋକନାଥ ପଣ୍ଡାଙ୍କ ସଭାପତିତ୍ୱ କରୁଥିବା ବେଳେ ଏହି ଧାରଣାରେ ବିଭିନ୍ନ ପଂଚାୟତର ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟା ଯୋଗଦାନ କରିଥିଲେ । ବ୍ଲକ ଅଧ୍ୟକ୍ଷ ଅୁରଣ ରାଉତ, ଜିଲ୍ଲାପରିଷଦ ଶିଶିର ମହାନ୍ତି, ମମତା ଖୁଣ୍ଟିଆ, ଶଶିରେଖା ପୃଷ୍ଟି, ଯୁବ ସଭାପତି ମନୋଜ ରାଉତ, ଧର୍ମଶାଳା ପ୍ରତିନିଧି କ୍ଷରୋଦ ସ୍ୱାଇଁ, ରସୁଲପୁର ସରପଂଚ ସୁରେନ୍ଦ୍ର ତିହାଡ଼ି, ପ୍ରଶାନ୍ତ ଦାସ, ନରୋତ୍ତମ ସାହୁ, ରୁଦ୍ର ନାରାୟଣ ମହାନ୍ତି, ବନ୍ଧଡି ସରପଂଚ ବିକ୍ରମ ବେହେରା, ବ୍ରହ୍ମବରଦା ସରପଂଚ ମମତା ଶୁଭଦର୍ଶୀନି ଦେଓ, ବଡ଼କଇଁଚି ସରପଂଚ ଅଶୋକ ମଲିକ, ବିଜୁ ଜନତା ଦଳର କର୍ମୀମାନେ ଯୋଗଦେଇଥିଲେ । ତୁରନ୍ତ ତଦନ୍ତ କରାଯାଇ ଦୋଷୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବା ପାଇଁ ବିଜୁ ଜନତା ଦଳ ପକ୍ଷ

Related Posts

About The Author

Add Comment