ପୋଲିସ ଡିଜିଙ୍କ ମାଲକାନଗିରି ଗସ୍ତ, ଆତ୍ମସମର୍ପଣ କଲେ ୨ ମାଓବାଦୀ

Spread the love

କଟକ:୧୯/୦୭ (ସନ୍ଧାନ ନ୍ୟୁଜ୍)-:  ମାଲାକାନଗିରି ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ । ତେମୁରୁପାଲି ଠାରେ ହୋଇଥିବା ବିଏସଏଫ କ୍ୟାମ୍ପର କଲେ ମାଓ ସ୍ଥିତିର ସମୀକ୍ଷା । ଡିଜିପିଙ୍କ ସହିତ ବହୁ ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଛନ୍ତି ।

ତେବେ ଡିଜିପିଙ୍କ ଏହି ଗସ୍ତ ଅବସରେ ଦୁଇ ହାର୍ଡକୋର୍ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ୨ ମାଓବାଦୀଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା ଥିବା ଜଣାପଡିଛି । ସେହିପରି ମାଓ ମୁକାବିଲା ନେଇ ବିଏସଏଫ ଏବଂ ଓଡିଶା ପୋଲିସ ସହ ସମୀକ୍ଷା ବୈଠକ କରିବେ । ସୀମାରେ ମାଓ ଗତିବିଧି ଉପରେ ମଧ୍ୟ ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

Related Posts

About The Author

Add Comment