ପେଟ୍ରୋଲ,ଡ଼ିଜେଲ ଏବଂ ଗ୍ୟାସର ଦର ଦାମ ବୃଦ୍ଧିକୁ ନେଇ ସୁନ୍ଦରଗଡ ବନ୍ଦ ପାଳନ

Spread the love

ସୁନ୍ଦରଗଡ,୧୫/୦୨/୨୦୨୧ (ସନ୍ଧାନନିଉଜ /ରୋଶନ ପଟେଲ) ଆଜି କଂଗ୍ରେସ ପକ୍ଷରୁ ପେଟ୍ରୋଲ,ଡ଼ିଜେଲ ଏବଂ ଗ୍ୟାସ ର ଦର ଦାମ ବୃଦ୍ଧି କୁ ନେଇ ଓଡିଶା ରେ ୬ଘଣ୍ଟିଆ ବନ୍ଦ ଡାକରା ଦିଅIଯାଇ ଥିଲା I ଯେଉଁଥିରେ ସବୁ ଦୋକାନ ବଜାର ଠୁ ଆରମ୍ଭ କରି ସ୍କୁଲ ,କଲେଜ ,ସରକାରୀ ଅଫିସ , ଗାଡି ମୋଟର , ସବୁ କିଛି ବନ୍ଦ କରI ଯାଇ ଥିଲା  I ଯାହା ଫଳରେ ସବୁ କିଛି ବନ୍ଦ ରହିଥିଲା I ସମସ୍ତେ କଂଗ୍ରେସ ର ବନ୍ଦ ଡାକରା କୁ ସମର୍ଥନ କରି ଥିଲେ I ସୁନ୍ଦରଗଡ ରେ ଶାନ୍ତି ପୂର୍ବକ ବନ୍ଦ ଡାକରା  ସଫଳ ହୋଇ ଥିଲା I ଅପରାହ୍ନ ୧ଟା ପରେ ଦୋକାନ ବଜାର ଖୋଲିଥିଲା ଏବଂ ଗାଡି ମୋଟର ଚଳା ଚଳ ସ୍ୱାଭାବିକ ହୋଇ ଥିଲା I

Related Posts

About The Author

Add Comment