ଯାଜପୁର ସଦର, ୦୩ା୦୫: ଯାଜପୁର ଜିଲ୍ଲା ବରୀ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗଗନ ବିହାରୀ ଜେନାଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଗଗନ ବିହରୀ ଜେନା ସ୍ମୃତୀ କମିଟି ଅନୁକୁଲ୍ୟରେ ତାଙ୍କ ବାସଭାବନ ପରିଶରରେ ଶ୍ରାଦ୍ଧ ଦିବସରେ ବରୀ ବିଧାୟୀକା ଶ୍ରୀମତୀ ସୁନନ୍ଦା ଦାସ ଯୋଗ ଦେଇ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଏହି ସମ୍ବର୍ଦ୍ଧିତ ସଭାରେ ଯୋଗଦେଇ ଶ୍ରୀମତୀ ଦାସ ଶ୍ରୀ ଜେନାଙ୍କ ଗୁଣଗାନ କରିଥିଲେ ।
ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରାଦ୍ଧବାର୍ଷିକ ଉତ୍ସବରେ ବିଧାୟିକା ଯୋଗଦାନ
|
May 4, 2023 |



