ପୂର୍ବତନ କଂଗ୍ରେସ ସାଂସଦ ବିଭୁ ତରାଇ ବିଜେପିରେ ସାମିଲ

Spread the love

– ନିମାପଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ବେଣୁଧର ସେଠୀ ଏବଂ ମୟୁରଭଂଜ ଜିଲ୍ଲା ଖୁଟାଂର ପୂର୍ବତନ ବିଧାୟକ ବିରାମ ମୁର୍ମୁ ବିଜେପିରେ ସାମିଲ
– ଓଡିଶାରେ ପରିବର୍ତ୍ତନକୁ ଆବଶ୍ୟକତା ଭାବି ମୁଁ ବିଜେପିରେ ସାମିଲ ହୋଇଛି : ବିଭୁ ତରାଇ

ଭୁବନେଶ୍ୱର, ୫/୪ (ସନ୍ଧାନ ନିୟୁଜ): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ପ୍ରବକ୍ତା ବୈଜୟନ୍ତ ପଣ୍ଡା ଏବଂ ପୂର୍ବତନ ମନ୍ତ୍ରୀ ପ୍ରବୀଣ ଭଞ୍ଜଦେଓଙ୍କ ଉପସ୍ଥିତିରେ ପୂର୍ବତନ କଂଗ୍ରେସ ସାଂସଦ ବିଭୁ ତରାଇ, ନିମାପଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ବେଣୁଧର ସେଠୀ ଏବଂ ମୟୁରଭଂଜ ଜିଲ୍ଲା ଖୁଟାଂର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ବିରାମ ମୁର୍ମୁ ବିଜେପିରେ ଯୋଗ ଦେଇଛନ୍ତି।

Related Posts

About The Author

Add Comment