ପୁଣି ଘୋଷଣା ହେଲା ବିଜେଡିର ୧୮ଜଣ ପାର୍ଥୀଙ୍କ ନାମ, ପଢ଼ନ୍ତୁ କିଏ କେଉଁଠାରୁ ପ୍ରାର୍ଥୀ

Spread the love
  •  
  •  
  •  
  •  
  •  

ଭୁବନେଶ୍ୱର ୨୯/୩ (ସନ୍ଧାନ ନିୟୁଜ) ପୁଣି ଘୋଷଣା ହେଲା ବିଜେଡିର  ବିଧାନସଭା ଆସନ ପାଇଁ ୧୮ଟି ପାର୍ଥୀଙ୍କ ନାମ ଘୋଷଣା

ପୁରୀ- ମହେଶ୍ବର ମହାନ୍ତି
ଜଟଣୀ- ବିଭୂତି ବଳବନ୍ତରାୟ
କଟକ ବାରବାଟୀ- ଦେବାଶିଷ ସାମନ୍ତରାୟ
କଟକ ସଦର- ଚନ୍ଦ୍ର ସାରଥୀ ବେହେରା
ରେଙ୍ଗାଲୀ- ରୀନା ତନ୍ତି
ଯଶୀପୁର- ଗୋଲକ ବିହାରୀ ନାୟକ
ବାଙ୍ଗିରିପୋଷି- ସୁଦାମ ମାରାଣ୍ଡି
ସାରସକଣା- ଅମର ସିଂ ଟୁଡୁ
ଉଦଳା- ଶ୍ରୀନାଥ ସୋରେନ
ବାଲେଶ୍ବର- ଜୀବନ ପ୍ରଦୀପ ଦାସ
ଜଳେଶ୍ବର- ଅଶ୍ୱିନୀ ପାତ୍ର
ବଡ଼ସାହି- ବୃନ୍ଦାବନ ଦାସ
ଭଦ୍ରକ- ସଞ୍ଜୀବ ମଲ୍ଲିକ
ସୋର- ପର୍ଶୁରାମ ଧଡ଼ା
ବଡ଼ଚଣା- ଅମର ଶତପଥୀ
ରାଜନଗର- ଧ୍ରୁବ ସାହୁ
ପାରାଦୀପ- ସମ୍ବିତ ରାଉତରାୟ
ତିର୍ତ୍ତୋଲ- ବିଷ୍ଣୁ ଦାସ

Related Posts

About The Author

Add Comment