Homeଆନ୍ତର୍ଜାତୀୟପାକିସ୍ତାନ ପରୀକ୍ଷଣ କଲା ମିସାଇଲ ଗଜନବୀ ପାକିସ୍ତାନ ପରୀକ୍ଷଣ କଲା ମିସାଇଲ ଗଜନବୀ Manas Kumar Rout | January 25, 2020 | Spread the love ନୂଆଦିଲ୍ଲୀ : ପାକିସ୍ତାନୀ ସେନା ଗୁରୁବାର ଗଜନବୀ ନାମକ ଏକ ବାଲିଷ୍ଟିକ୍ ମିସାଇଲର ସଫଳ ବ୍ୟବହାରିକ ପରୀକ୍ଷଣ କରିଥିବା ଦାବି କରିଛି। ଏହି ମିସାଇଲ ୨୯୦ କିମି ଦୂର ଯାଏଁ ଲକ୍ଷ୍ୟଭେଦ କରିପାରିବ। ପାକ୍ ସେନା କହିଛି ଊଭୟ ଦିନ ଓ ରାତିରେ ଏହି ମିସାଇଲର ବ୍ୟବହାର କରିବା ନେଇ ଅଭ୍ୟାସ କରାଯାଉଛି। Related Posts ଦୁର୍ଘଟଣାରେ ଚିକିତ୍ସାଧୀନ ଯୁବକ ଆଖି ବୁଜିଲା January 5, 2021 | 2005lindadavis1989 | ଅଧିକ ପଢନ୍ତୁ ସୁପ୍ରିମକୋର୍ଟଙ୍କ ନିୟମକୁ ଦଳିଦେଲେ! ରାତି ୧୦ପରେ ଫୁଟିଲା ବାଣ,ବାଜିଲା ଡିଜେ October 22, 2019 | Manas Kumar Rout | ଅଧିକ ପଢନ୍ତୁ ଗ୍ରାମାଚଂଳ ହାଟରେ ରହୁନି ସାମାଜିକ ଦୂରତା, ଚେତିବେ କେବେ? November 9, 2020 | Sandhan News | ଅଧିକ ପଢନ୍ତୁ ଦିନ ୧ଟା ଯାଏ ଚଣ୍ଡିଖୋଲ ଛକରେ ଦୋକାନ ଖୋଲିବା ପାଇଁ ନିଷ୍ପତିକୁ ବ୍ୟବସାୟୀଙ୍କ ନାପସନ୍ଦ May 26, 2020 | Sandhan News | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ସୁପ୍ରିମକୋର୍ଟଙ୍କ ନିୟମକୁ ଦଳିଦେଲେ! ରାତି ୧୦ପରେ ଫୁଟିଲା ବାଣ,ବାଜିଲା ଡିଜେ October 22, 2019 | Manas Kumar Rout | ଅଧିକ ପଢନ୍ତୁ
ଦିନ ୧ଟା ଯାଏ ଚଣ୍ଡିଖୋଲ ଛକରେ ଦୋକାନ ଖୋଲିବା ପାଇଁ ନିଷ୍ପତିକୁ ବ୍ୟବସାୟୀଙ୍କ ନାପସନ୍ଦ May 26, 2020 | Sandhan News | ଅଧିକ ପଢନ୍ତୁ