ଯାଜପୁର, ୩୦/୦୯/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଳ୍ା ନେହେରୁ ଯୁବ କେନ୍ଦ୍ରରେ ନୂତନ ଭାବେ ୨୨ ଜଣ ସେଚ୍ଚ୍ଥାସେବୀଙ୍କୁ ଚୟନ ନିମିତ୍ତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଚ୍ଥି । ଜିଲ୍ଳ୍ାର ୧୦ ଟି ଯାକ ବ୍ଳକରୁ ଆସିଥିବା ଯୁବ ପ୍ରତିଯୋଗୀ ମାନଙ୍କର ସାର୍ଟିପିଂକେଟ ଯାଞ୍ଚ ସହ ଇଣ୍ଟରଭୁ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ସହାୟକ ଜିଲ୍ଳ୍ାପାଳ ତିଳୋତ୍ତମା ପୃଷ୍ଟି , ଜିଲ୍ଳ୍ା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଭୁବନ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ସ୍ୱେଚ୍ଚ୍ଥାସେବୀ ମାନଙ୍କର ଦକ୍ଷତା ପରୀକ୍ଷା ନେଇଥିଲେ । ଜିଲ୍ଳ୍ାର ୧୦ ଟି ବ୍ଳକ ମଧ୍ୟରୁ ୯ ଟିର ୨ ଜଣ ଲେଖାଏଁ ସ୍ୱେଚ୍ଚ୍ଥାସେବୀଙ୍କୁ ଦାୟିତ୍ୱ ଦିଆଯିବାକୁ ଥିବାବେଳେ ଯାଜପୁର ବ୍ଳ୍କରେ ୪ ଜଣ ସ୍ୱେଚ୍ଚ୍ଥାସେବୀଙ୍କୁ ଦାୟିତ୍ୱ ଦିଆଯିବ ବୋଲି ଜିଲ୍ଳ୍ା ନେହେରୁ ଯୁବ କେନ୍ଦ୍ରର ସଂଯୋଜକ ବାସୁଦେବ ଦାସ ସୂଚନା ଦେଇଚ୍ଥନ୍ତି ।
ନେହେରୁ ଯୁବ କେନ୍ଦ୍ର ସ୍ୱେଚ୍ଚ୍ଥାସେବୀ ଚୟନ ଶିବିର ଅନୁଷ୍ଠିତ ।
|
September 30, 2021 |