ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ କଲା ଉତ୍ପା ସାମ୍ବାଦିକ ସଂଘ

Spread the love

ଯାଜପୁର:୦୧ା୦୨ (ସନ୍ଧାନ ନ୍ୟୁଜ): ଯାଜପୁରର ନୂତନ ଜିଲ୍ଳାପାଳ ଡକ୍ଟର ଶୁଭଙ୍କର ମହାପାତ୍ରଙ୍କୁ ଆଜି ସନ୍ଧ୍ୟାରେ, ତାଙ୍କ କାର୍ଯ୍ୟାଳୟରେ ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସଂଘର ଜିଲ୍ଲା ସଭାପତି ହରି ହର ସ୍ୱାଇଁ, ରାଜ୍ୟ କାର୍ଯ୍ୟକାରୀ ସଭାପତି ହାରା ଧନ ବାନାର୍ଜୀ, ସାଧାରଣ ସମ୍ପାଦକ ପିତବାସ ଭୁୟାଁ, ଜାତୀୟ ପରିଷଦ ସଭ୍ୟ ପ୍ରଦୀପ ଚାନ୍ଦ, ପ୍ରଭୁଦତ୍ତ ମହାନ୍ତି, ସଞ୍ଜୟ କର, ଶୁଭେନ୍ଦୁ ଚାଟାର୍ଯୀ, ଅଜୟ ମିଶ୍ର, ଭରତ ନାୟକ, ରବି ରଣା, ଦିବ୍ୟକାନ୍ତ କର, ଅଶୋକ ଦାସ, ପ୍ରତାପ ବେହେରା, ସୁବାଶିଷ ଦାସମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇବା ସହ ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

Related Posts

About The Author

Add Comment