ନୂତନକରି ଯୋଗଦେଲେ ଯାଜପୁର ଜିଲ୍ଲାପାଳ

Spread the love

ଯାଜପୁର ସଦର, ସନ୍ଧାନ ନିୟୁଜ: ଯାଜପୁର ନିର୍ବାଚନକୁ ଆଖିଆଗରେ ରଖି ନିର୍ବାଚନ କମିଶନର ଯାଜପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ, ଶ୍ରୀ ମହାପାତ୍ର ଖୁବ ଅଳ୍ପ ଦିନ ମଧ୍ୟରେ ପ୍ରିୟ ଭାଜନ ହୋଇପାରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଯାଜପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର କାର୍ଯ୍ୟକରୁଥିବା ବେଳେ, ଖୁବ ଅଳ୍ପଦିନ ହେଲା ଜିଲାଲପାଳ ଭବନରେ ଯୋଦେଇଥିଲେ । ନିର୍ବାଚନ କମିଶନଙ୍କ ନିର୍ଦ୍ଧେଷ ମତେ ବିଭିନ୍ନ ଜିଲ୍ଲାର ଏସପି ମାନଙ୍କୁ ବଦଳୀ କରାଯାଇଥିବା ବେଳେ, ଯାଜପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କୁ ଅନ୍ୟତ୍ର ବଦଳି କରାଯାଇଚି । ତାଙ୍କ ସ୍ଥାନରେ ଯାଜପୁର ଜିଲ୍ଲାପାଳ ଭାବରେ ନୂତନ କରିଯୋଗଦେବାକୁ ଆସିଥିବା ନୂତନ ଜିଲ୍ଲାପାଳ ନିଖିଳ ପୱନକୁମାରଙ୍କୁ ବିଭିନ୍ନ ମହଲରୁ ଶୁଭେତ୍ସା ଏବଂ ଅଭିନନ୍ଦନ । ୨୦୨୪ ନିର୍ବାଚନ ଯାଜପୁର ଜିଲ୍ଲାରେ ଅନୁଷ୍ଟିତ ହେବାକୁ ଯାଉଥିବା ବେଳେ, ଜୁନ ୧ ତାରିଖରେ ଯାଜପୁର ଜିଲ୍ଲାରେ ବିଧାନସଭା ଏବଂ ଲୋକସଭା ନିର୍ବାଚନ ହେବାକୁ ଯାଉଚି । ଏନେଇ ନିର୍ବାଚନ କମିଶନରେ ରାଜିବ କୁମାରଙ୍କ ନିର୍ଦ୍ଦେଷ ମତେ ନିର୍ବାଚନକୁ ନିରପକ୍ଷ ଭାବେ କରାଯିବାଲାଗି ପଦକ୍ଷେପ ନିଆଯାଇଚି । ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକରୁଥିବା ଆଇପିଏସ ଅଫିସର ଅନ୍ୟତ୍ର ବଦଳି କରାଯାଇଥିବା ବେଳେ, ଯାଜପୁର ଜିଲ୍ଲାର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କୁ ବଦଳୀ କରାଯାଇଚି । ତାଙ୍କ ସ୍ଥାନରେ ନୂତନ ଜିଲ୍ଲାପାଳ ଦକ୍ଷତାର ସହିତ କାର୍ଯ୍ୟକରିବା ପାଇଁ ଯାଜପୁର ଜିଲ୍ଲାର ଜନସାଧାରଣକୁ ସେବା ଦେବାଲାଗି ନୂତନ ଜିଲ୍ଲାପାଳଙ୍କ ଉପରେ ଜନସାଧାରଣ ଭରଷା କରିଛନ୍ତି ।

Related Posts

About The Author

Add Comment