Homeଜିଲ୍ଲା ପରିକ୍ରମାଯାଜପୁରନିଳାଞ୍ଚଳ ଇସ୍ପାତ କାରଖାନାରେ ଯୁବତୀଙ୍କ ମୃତ ନିଳାଞ୍ଚଳ ଇସ୍ପାତ କାରଖାନାରେ ଯୁବତୀଙ୍କ ମୃତ Manas Kumar Rout | May 25, 2019 | Spread the love ଯାଜପୁର, ୨୫ /୫ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) କଳିଙ୍ଗ ନଗର ସ୍ଥିତ ଇସ୍ପାତ କାରଖାନାରେ ଆଜି ସକାଳ ପ୍ରାୟ ୮ .୪୦ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ଘଟଣାରୁ ପ୍ରକାଶ କାରଖାନାର ଜଣେ ମହିଳା କର୍ମଚାରୀଙ୍କର ମୃତ୍ୟୁ ଘଟିଛି , ସେ ଦୀର୍ଘ ଆଠ ଦଶ ବର୍ଷ ହେବ ନିଳାଞ୍ଚଳ ଇସ୍ପାତ କାରଖାନାରେ ଏସ୍ ମେସ୍ ସି ସି ପି ସାଇଟି୍୍ ରେ ଓସିଟି ରୂପେ କାର୍ଯ୍ୟ କରିଆସୁଥିଲେ । ସେ ଆଜି ସକାଳେ ପ୍ରତେକ ଦିନପରି ଆଜି ମଧ୍ୟ କାର୍ଯ୍ୟକୁ ଯାଇଥିଲେ ।ସେ ପଂଚିଙ୍ଗି ମାରିସାରି ସାଇଟି ଉପରକୁ ଗଲାବେଳକୁ ହଟାତ ଏକ ମାଲେ ବୋଝେଇ ଟ୍ରେନ ଦ୍ରୁତଗତିରେ ଆସି ତାଙ୍କ ଉପରେ ମାଡି ଯାଇଥିଲା । ସେଠାରେ କୌଣସି ଗେଟେ କିମ୍ବା ବାଡ଼ ନଥିବାରୁ ଏଭଳି ଘଟଣା ଦେଖିବାକୁ ମିଳିଛି ।ତାଙ୍କ ଘର ଧର୍ମଶାଳା ବ୍ଲକ ଜେନାପୁର ଥାନା ରଖିଦେଇପୁର ପାଞ୍ଚାୟତ ପାଇକରାପୁର ଗ୍ରାମର କାଳନ୍ଦୀ ରାଉତଙ୍କ ଝିଅ ଅର୍ଣ୍ଣଙ୍ଗ ମଞ୍ଜରୀ ରାଉତ ୩୭ ବୋଲି ଜଣା ପଡ଼ିଛି । ସେ କଲିକତାର ଦୁର୍ଗା ପୁରରେ ବିଭାହ କରିଥିଲେ ।ତାଙ୍କ ସ୍ୱାମୀ ଅର୍ବାନ କୁମାର ଘୋଷ ସେ ସେହି କାରଖାନାରେ ଆଗରୁ କାମ କରୁଥିବା ଜଣା ପଡ଼ିଛି ,ଏବେ ସେ ପାଟଣା ରାଞ୍ଚୀରେ ଆଉ ଏକ କାରଖାନାରେ କାର୍ଯ୍ୟ କରୁଛନ୍ତି ।ସେ ନିକଟସ୍ଥ ଦାନଗଦିରେ ତାଙ୍କର ଏକ ୧୧ ମାସର ଛୋଟ ଝିଅକୁ ଧରି ରହୁଥିଲେ । Related Posts ସରକାରଙ୍କ ପଦକ୍ଷେପକୁ ସ୍ୱାଗତ ଓ କୃତଜ୍ଞତା ଜଣାଇଲେ ଜିଲ୍ଲାବାସୀ December 30, 2020 | 2005lindadavis1989 | ଅଧିକ ପଢନ୍ତୁ ବିବାହ ବନ୍ଧନରେ ବାନ୍ଧିହେଲେ ୫ ଯୋଡ଼ା ଦମ୍ପତି January 24, 2021 | 2005lindadavis1989 | ଅଧିକ ପଢନ୍ତୁ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟରେ ଅନ୍ତର୍ଜାତୀୟ ଅନଲାଇନ ବକ୍ତୃତାମାଳା ଉଦଘାଟିତ July 19, 2020 | Manas Kumar Rout | ଅଧିକ ପଢନ୍ତୁ ବିଷ୍ଣୁ ସେଠୀ ବିରୋଧୀ ଦଳ ଉପନେତା, ମୋହନ ମାଝୀ ହେଲେ ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ July 1, 2019 | Manas Kumar Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ସରକାରଙ୍କ ପଦକ୍ଷେପକୁ ସ୍ୱାଗତ ଓ କୃତଜ୍ଞତା ଜଣାଇଲେ ଜିଲ୍ଲାବାସୀ December 30, 2020 | 2005lindadavis1989 | ଅଧିକ ପଢନ୍ତୁ
ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟରେ ଅନ୍ତର୍ଜାତୀୟ ଅନଲାଇନ ବକ୍ତୃତାମାଳା ଉଦଘାଟିତ July 19, 2020 | Manas Kumar Rout | ଅଧିକ ପଢନ୍ତୁ
ବିଷ୍ଣୁ ସେଠୀ ବିରୋଧୀ ଦଳ ଉପନେତା, ମୋହନ ମାଝୀ ହେଲେ ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ July 1, 2019 | Manas Kumar Rout | ଅଧିକ ପଢନ୍ତୁ